PNB ଗ୍ରାହକଙ୍କ ପାଇଁ ବଡ଼ ଖବର! ଆଜିଠାରୁ ସେଭିଂ ଆକାଉଣ୍ଟର ସୁଧ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ବା PNB ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯାହାକି…

‘ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ କୌଣସି ତଥ୍ୟ ନାହିଁ, ତେଣୁ ଆର୍ଥିକ ସହାୟତା ବି ନାହିଁ’: କେନ୍ଦ୍ର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ସମୟରେ ଲକ୍ଷ ଲକ୍ଷ ଚାଷୀ ବିଭିନ୍ନ ରାଜ୍ୟରେ ଭୋକ ଉପାସରେ ବସି ଆନ୍ଦୋଳନ ଜାରି ରଖିଥିଲେ । ଏହି ସମୟରେ ବିଭିନ୍ନ କାରଣରୁ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ…

ଭୁବନେଶ୍ୱରର NALCOରେ ବାହାରିଲା ଚାକିରି, ଡିସେମ୍ବର ୭ ପୂର୍ବରୁ କରନ୍ତୁ ଆପ୍ଲାଏ

ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଆଲୁମିନିୟମ ଲିମିଟେଡ କମ୍ପାନୀ (ନାଲକୋ) ପକ୍ଷରୁ ଏକ ଭଲ ଚାକିରି ସୁଯୋଗ ଆସିଛି । ବିଭିନ୍ନ ବର୍ଗରେ ମୋଟ ୮୬ଟି ପଦବୀ ବାହାରିଥିବା ବେଳେ ଆବେଦନ କରିବାର ଅନ୍ତିମ ଦିବସ ଆସନ୍ତା ଡିସେମ୍ବର ୭…

ଲୋକସଭା-ରାଜ୍ୟସଭା ସ୍ଥଗିତ, ସଂସଦ ବାହାରେ ନିଲମ୍ବିତ ସାଂସଦ କଲେ ହଙ୍ଗାମା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ଲୋକସଭାରେ କୋଭିଡ୍ ମହାମାରୀ ଉପରେ ସ୍ୱଳ୍ପ ସମୟ ଆଲୋଚନା ପାଇଁ ସମୟ ଆବଣ୍ଟିତ ହୋଇଛି। ଅନ୍ୟପଟେ ସଂସଦରୁ ନିଲମ୍ବିତ କରାଯାଇଥିବା ୧୨ ଜଣ ସାଂସଦ ସଂସଦ ବାହାରେ ଧାରଣା…

ରିଲାଏନ୍ସ Jioର ରିଚାର୍ଜ ପ୍ଲାନ୍ ଆଜିଠାରୁ ହେଲା ମହଙ୍ଗା, ଦେଖନ୍ତୁ ନୂଆ ରେଟ୍ ଓ ବୈଧତା

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ବା ଡିସେମ୍ବର ୧ରେ ଲୋକମାନଙ୍କୁ ଜବରଦସ୍ତ ଝଟକା ଦେଇଛି ରିଲାଏନ୍ସ ଜିଓ । କମ୍ପାନୀ ରିବାର ଦିନ ନିଜର ପ୍ରିପେଡ ରିଚାର୍ଜ ପ୍ଲାନଗୁଡିକ ମହଙ୍ଗା କରିବା ବୋଲି ଘୋଷଣା କରିଥିବା ବେଳେ ଆଜିଠାରୁ…

ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ କମ୍ପାନୀକୁ ନେଇ ବଢ଼ିଲା ଆଶଙ୍କା, ଜାଣନ୍ତୁ ଏନେଇ କ’ଣ କହିଲେ କମ୍ପାନୀର CEO

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର ନିର୍ମାଣକାରୀ କମ୍ପାନୀ ଟେସଲାର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଏଲନଙ୍କ କମ୍ପାନୀ ସ୍ପେସଏକ୍ସ ଦେବାଳିଆ ହୋଇଯିବା…

ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ପାକିସ୍ତାନୀ ମାଗିଛନ୍ତି ଭାରତର ନାଗରିକତା, ଜାଣନ୍ତୁ କେତେ ଜଣ ଦେଶ ଛାଡ଼ିଛନ୍ତି?

ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସିଏଏ ଓ ଏନଆରସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ସମୟରେ ସେ ଏପରି କିଛି ଆକଳନ ସଂସଦରେ ଦେଖାଇନ୍ତି ଯାହା…

ବିଧାନସଭା ଗେଟ ସାମ୍ନାରେ କଂଗ୍ରେସର ଧାରଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । ଆଜିର ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ମାମଲାକୁ ନେଇ…

ରାଜ୍ୟରୁ ୨୩୭ ପଜିଟିଭ୍ ଚିହ୍ନଟ, ଆଜି ୨ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଏଣିକି ATMରୁ ଟଙ୍କା ଉଠାଇବା ପୂର୍ବରୁ ମୋବାଇଲକୁ ଆସିବ OTP: SBI ଗ୍ରାହକଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ କ୍ୟାଶ୍ ଟ୍ରାଞ୍ଜାକସନକୁ ନେଇ ନୂଆ ନିୟମ ଜାରି କରାଯାଇଛି । ଯେଉଁମାନେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଏଟିଏମରୁ…