୨୬/୧୧ ମୁମ୍ବାଇ ହମଲାକୁ ପୁରିଛି ୧୩ ବର୍ଷ, ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା କାଳରାତ୍ରିର ଦୃଶ୍ୟ
ଓଡ଼ିଶା ଭାସ୍କର ବ୍ୟୁରୋ : ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାକୁ ପୁରିଛି ୧୩ ବର୍ଷ । ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା ଘଟଣା । ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବା ସେ ଦିନର ଘଟଣା ମନେ ପଡ଼ିଲେ ଅଙ୍ଗେ…