ମହିଳାଙ୍କୁ ଦୁଷ୍କର୍ମ ସହ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲା ରଙ୍ଗମଞ୍ଚର ଖଳନାୟକ, ଅଭିଯୋଗ ପରେ ଗିରଫ କଲା ପୋଲିସ

ସାଲେପୁର (ଭାସ୍କର ନ୍ୟୁଜ୍‌) : ଯାତ୍ରା ମଞ୍ଚରେ ଖଳନାୟକ ଭାବେ ଅଭିନୟ କରୁଥିବା ଜଣେ ଯୁବକ ଜନୈକା ମହିଳାଙ୍କ ଘର ଭଡ଼ା ନେଇ ରହୁଥିବାବେଳେ ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ରାତିରେ ନିଶାଦେଇ ବାରମ୍ବାର ଦୁଷ୍କର୍ମ…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ମ୍ୟାଚରେ ସ୍ପଟ୍ ହେଲେ ଗୁଟଖା ଫ୍ୟାନ୍, ଭାଇରାଲ୍ ହେଉଛି ଫଟୋ; ଜାଣନ୍ତୁ କଣ କହିଲେ ୱସୀମ୍ ଜାଫର୍

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ବୋଲିଂ କରିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଦିନ ଖେଳ ସେମିତି କିଛି ଖାସ୍…

ଦାମି ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଫ୍ଲାଇଂ ସ୍କ୍ୱାର୍ଡ଼, କ୍ୟୁଣ୍ଟାଲ୍‌ରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : କଟକ ଫ୍ଲାଇଂ ସ୍କ୍ୱାର୍ଡ଼ ତରଫରୁ ନିର୍ଗୁଣ୍ଡିରେ ଥିବା ପୁରୁଣା ଟୋଲ ପ୍ଲାଜା ନିକଟରୁ ବିପୁଳ ପରିବମାଣର ଗଂଜେଇ ସହ ଏକ ହୁଣ୍ଡାଇ ଭରେନା ଜବତ ହୋଇଥିବା ଜଣାପଡ଼ିଛି । ବିଶେଷସୂତ୍ରରୁ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ

ରାଇଘର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରର ବ୍ଲକ୍ ଛକରେ ବସ୍ ସହିତ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଦୁର୍ଘଟଣାରେ ୧୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ଘରୋଇ ବସ୍ ଟି ଭୁବନେଶ୍ୱରରୁ ରାଇଘର…

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ‘ବି.୧.୧.୧.୫୨୯’ ଚିହ୍ନଟ, ସତର୍କ ରହିବା ସହ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପୁଣି ଚିନ୍ତା ବଢ଼ାଇବାରେ ଲାଗିଛି ମହାମାରୀ କରୋନା ଭାଇରସ୍‌ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ସମ୍ପର୍କରେ  ସୂଚନା ମିଳିବା ପରେ ଏହା…

ଏସ୍‌ସିବିକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା,ମୁଖ୍ୟ ଗେଟରେ ମୁତୟନ ହେଲେ ସିକ୍ୟୁରିଟି ଗାର୍ଡ

କଟକ(ଭାସ୍କର ନ୍ୟୁଜ୍‌): ଏସ୍‌ସିବି ମେଡ଼ିକାଲକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ…

ବିଧାନସଭାର ଶୀତ ଅଧିବେଶନ, ୨୮ରୁ ବିଧାୟକଙ୍କ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା…

ରାଶିଫଳ(ଶୁକ୍ରବାର,୨୬ ନଭେମ୍ବର,୨୦୨୧)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ଖଣ୍ଡଗିରି ଛକରେ ସିରିଜ ଦୁର୍ଘଟଣା, ୩ ଗୁରୁତର

ଭୁବନେଶ୍ୱର ଖଣ୍ଡଗିରି ଛକରେ ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର । ଏକ ସିମେଣ୍ଟ ବୋଝେଇ ଟ୍ରକ୍ ୨ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ନିଆଁ ଲାଗି ଜଳିଗଲା ବାଇକ୍, ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଲେ…

ପୁଣି ସାଂସଦଙ୍କୁ ବିରୋଧ, ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କୁ ବିରୋଧ । କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀର…