ଏପ୍ରିଲ ୨ରୁ ଆଇପିଏଲ୍‌ର ୧୫ତମ ସଂସ୍କରଣ, ସାମିଲ ହେବେ ୨ ନୂଆ ଦଳ, ବଢ଼ିବ ମ୍ୟାଚ୍ ସଂଖ୍ୟା: ବିସିସିଆଇ

ନୂଆଦିଲ୍ଲୀ:କରୋନା ପରିସ୍ଥିତିରେ ସୁଧାର ଆସିଲେ ଆସନ୍ତା ବର୍ଷ ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଅନୁଷ୍ଠିତ ହେବ ବୋଲି ନିକଟରେ ବିସିସିଆଇ ସେକ୍ରେଟାରୀ ଜୟନ୍ତ ଶାହ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା…

ITDAର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବାରିପଦା(ଓଡ଼ିଶା ଭାସ୍କର): ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାରିପଦା ଭଡ଼ା ଘର, ବାଲିଆପାଳ ପୈତୃକ ଘରେ ରେଡ୍ ଚାଲିଛି । କାର୍ଯ୍ୟାଳୟ ସହିତ ମୋଟ ୧୧ଟି ସ୍ଥାନରେ ରେଡ୍ କରୁଛି…

ଇଂଲିଶ ଚ୍ୟାନେଲରେ ବୁଡ଼ିଲା ଡଙ୍ଗା, ୩୧ ଜଣ ଶରଣାର୍ଥୀ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଇଂଲିଶ ଚ୍ୟାନେଲ୍ ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଧବାର ଦିନ ଇଂଲିଶ ଚ୍ୟାନେଲରେ ବୁଡ଼ି ଯାଇଛି । ଯାହାଫଳରେ ୩୧ଜଣ ବୁଡ଼ି ସେମାନଙ୍କ ମୃତ୍ୟୁ…

ଖୁବଶୀଘ୍ର ହ୍ୱାଟସ୍‌ଆପ୍‌ ଆଣୁଛି ଆଉ ଏକ ନୂଆ ଫିଚର, ୟୁଜର୍ସୟୁଜର୍ସଙ୍କୁ ମିଳିବି ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍‌ର ବହୁଳ ବ୍ୟବହାର ବ୍ୟଦ୍ଧି ପାଇବାରେ ଲାଗିଛି । ତେଣୁ ଗ୍ରାହକଙ୍କ ରୁଚିଙ୍କୁ ଦୃଷ୍ଟିରେ ରଖି ହ୍ୱାଟସ୍‌ ଆପ୍‌ ଫିଚରରେ କିଛି ନା କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଏଣିକି…

ଗମ୍ଭୀରଙ୍କୁ ମିଳିଲା ISISର ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍, କହିଲେ- ‘ଆମେ ତୁମକୁ କାଲି ହିଁ ମାରିବାକୁ ଚାହୁଁଥିଲୁ’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀରଙ୍କୁ ବୁଧବାର ଦିନ ଆଇଏସଆଇଏସ୍ ର ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଛି । ଇମେଲ୍ ପାଇବା ପରେ ଦିଲ୍ଲୀ ପୋଲିସ୍ ଠାରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଗମ୍ଭୀର…

ନିଷିଦ୍ଧ ହେବ କ୍ରିପ୍ଟୋକରେନ୍ସି , ସଂସଦର ଶୀତ ଅଧିବେଶନରେ ଉପସ୍ଥାପନ ହେବ ବିଲ୍‌

ନୂଆଦିଲ୍ଲୀ: ଦେଶରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରାଯିବ । ଏଥିାଇଁ ସରକାର ଏକ ସ୍ୱତନ୍ତ୍ର ବିଲ୍‌ ଆଣିବେ ବୋଲି ଜଣାପଡିଛି । ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି…

ବାଲୁକା କଳା ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି ଚନ୍ଦ୍ରଭାଗା ବେଳାଭୂମି, ୩୦ଷ୍ଟଲ ପାଇଁ ଚାଲିଛି କାର୍ଯ୍ୟ

କୋଣାର୍କ (ଭାସ୍କର ନ୍ୟୁଜ): କୋଣାର୍କ ଉତ୍ସବ ଅବସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ କୋଭିଡ ଗାଇଡଲାଇନ ଅନୁଯାୟୀ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ…

୨୯ରୁ ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ; ସହରକୁ ପେଟ୍ରୋଲ-ଡିଜେଲ ଗାଡ଼ି ମନା

ନୂଆଦିଲ୍ଲୀ: ପ୍ରଦୂଷଣର ବିଷୟ ବଳୟରେ ଆଉଟ ପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି । ତଥାପି ଦିଲ୍ଲୀ…

ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଲା ଅଧିକ

ନୂଆଦିଲ୍ଲୀ: ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ (NFHS) ଅନୁଯାୟୀ ଦେଶରେ ମହିଳାଙ୍କ ସଂଖ୍ୟା ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ହୋଇଯାଇଛି । ଏପରି ପ୍ରଥମ ଥର ପାଇଁ ହୋଇଛି । ସଦ୍ୟତମ ସର୍ବେକ୍ଷଣ ତଥ୍ୟ…

ରାଶିଫଳ(ଗୁରୁବାର,୨୫ ନଭେମ୍ବର,୨୦୨୧)

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର…