Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୧ କରୋନା ପଜିଟିଭ୍, ଜଣଙ୍କର ମୃତ୍ୟୁ Manas Pradhan Nov 22, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Breaking News Airtel ୟୁଜର୍ସଙ୍କୁ ଝଟକା, ପ୍ରିପେଡ୍ ପ୍ଲାନର ଦାମ୍ ବଢ଼ାଇଲା କମ୍ପାନୀ, ଜାଣନ୍ତୁ କେବେଠାରୁ ଲାଗୁ (ଲିଷ୍ଟ ଦେଖନ୍ତୁ) Manas Pradhan Nov 22, 2021 ନୂଆଦିଲ୍ଲୀ: ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ ତା’ର ୟୁଜର୍ସଙ୍କୁ ଜବରଦସ୍ତ ଝଟକା ଦେଇଛି । କମ୍ପାନୀ ପ୍ରିପେଡ ପ୍ଲାନ ମୂଲ୍ୟରେ ପରିବତ୍ତର୍ନ କରିଛି । ପ୍ରିପେଡ୍ ପ୍ଲାନର ଟାରଫି ମୂଲ୍ୟରେ ୨୫ ପ୍ରତିଶତ…
Breaking News ଓଡ଼ିଶାର ପିଲାମାନଙ୍କ ପାଇଁ ସେକ୍ରେଟାରିଏଟରେ ବାହାରିଲା ଚାକିରି, ସୁଯୋଗ ହାତଛଡ଼ା କରନ୍ତୁ ନାହିଁ Manas Pradhan Nov 22, 2021 ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଗୃହ ବିଭାଗ ଅଧୀନରେ ଓଡ଼ିଶା ସେକ୍ରେଟାରିଏଟରେ ଅନେକ ସହକାରୀ ନିର୍ଦ୍ଦେଶକ (ଆଇନ) ପଦବୀ ଖାଲି ପଡ଼ିଛି । ଇଚ୍ଛୁକ…
Breaking News ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ Sushreejyoti Routray Nov 22, 2021 ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଥିବା ଜଣାପଡିଛି । ନାବାଳକ ଚମ୍ପଟ ନେଇ…
Breaking News ୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ Sushreejyoti Routray Nov 22, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି । ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର…
Breaking News ପତ୍ନୀକୁ ତାଜମହଲ ଗିଫ୍ଟ କଲେ ସ୍ୱାମୀ! ତିଆରି ହେବାକୁ ଲାଗିଲା ୩ ବର୍ଷ; ଦେଖନ୍ତୁ ଫଟୋ Odisha Bhaskar Bureau Nov 22, 2021 ବୁରହାନପୁର: ସ୍ୱାମୀ ନିଜର ସ୍ତ୍ରୀକୁ ଗିଫ୍ଟରେ ଡାଇମଣ୍ଡ ନେକଲେସ୍ ଠାରୁ ଆରମ୍ଭ କରି ଗାଡ଼ି, ଘର ପରି ଅନେକ ମୂଲ୍ୟବାନ ଜିନିଷ ଗିଫ୍ଟ କରିଥାଏ । ହେଲେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଜମହଲ ଗିଫ୍ଟ…
Breaking News ଆସନ୍ତା ୨୫ରୁ ଆରମ୍ଭ ହେବ Amazonର Black Friday & Cyber Monday ସେଲ୍ Manas Pradhan Nov 22, 2021 ନୂଆଦିଲ୍ଲୀ: ପ୍ରତିଷ୍ଠିତ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ବ୍ଲକ ଫ୍ରାଇଡେ ଓ ସାଇବର ମଣ୍ଡେ (ବିଏଫସିଏମ) ସେଲ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ୭୦ ହଜାରରୁ ଅଧିକ ରପ୍ତାନୀକାରୀ ସେମାନଙ୍କର ଲକ୍ଷ ଲକ୍ଷ…
Breaking News ଟ୍ରାକ୍ରେ ପବଜୀ ଖେଳୁଥିବା ବେଳେ ଯୁବକଙ୍କୁ ଚାପିଦେଲା ଟ୍ରେନ ! ମୃତଦେହ ପାଖରେ ପଡିଥିଲା ପବଜୀ ଚାଲୁଥିବା ମୋବାଇଲ Abinash Kumar Dhal Nov 22, 2021 ମଥୁରା : ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା- କାଶଗଞ୍ଜ ରେଲୱେ ଟ୍ରାକରେ ଟ୍ରେନ ଚାପାରେ ଦୁଇ କିଶୋରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି…
Breaking News ପଠାନକୋଟରେ ଥିବା ଭାରତୀୟ ଯବାନଙ୍କ କ୍ୟାମ୍ପ ଉପରେ ଗ୍ରେନେଡ୍ ଆକ୍ରମଣ, ହାଇଆଲର୍ଟ ଜାରି Odisha Bhaskar Bureau Nov 22, 2021 ପଠାନକୋଟ୍: ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଟ୍ ଆକ୍ରମଣ । ଯବାନ ମାନଙ୍କ କ୍ୟାମ୍ପ ଉପରକୁ ଏହି ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏମାନେ ଏକ ବିବାହର ପ୍ରୋସେସନ୍ ସମୟରେ ଗ୍ରେନେଡ୍ ଫୁଟାଇଛନ୍ତି…
ରାଜ୍ୟ ଗ୍ୟାସ ଓଲ୍ଡିଂ ବେଳେ ହୁତ ହୁତ ହାଇ ଜଳିଗଲା ବାଇକ୍ Abinash Kumar Dhal Nov 22, 2021 ନିଆଳୀ (ଭାସ୍କର ନ୍ୟୁଜ୍): ନିଆଳୀ ବଜାର ବାହାରଣା ଗଳିରେ ବାଇକ ମରାମତି ସମୟରେ ଅଘଟଣ ଘଟି ଏକ ବାଇକ ଜଳିଯାଇଛି । ଖବର ଅନୁଯାୟୀ ଉକ୍ତ ଗଳିରେ ଥିବା ଏକ ଗ୍ୟାସ ଓଲ୍ଡିଂ ଦୋକାନରେ ନିଆଳୀ ଥାନା ଓଳାଂସ ଗ୍ରାମର ବାପି ଭୋଇ…