fbpx

ଦେଶ ବିଦେଶର ସବୁ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୨୯/୫ (ଓଡିଶା ଭାସ୍କର): ଦେଶ ବିଦେଶର ସବୁ ଓଡ଼ିଆ ଗାନ କରିବେ ‘ବନ୍ଦେ ଉତ୍କଳ ଜନନୀ’ । ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଯେଉଁଠାରେ ବି ଓଡ଼ିଆ…

ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ

ପୁରୀ,୨୯ ।୫(ଓଡିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ପ୍ରସାରଣ ପାଇଁ ମିଳିଲା ଅନୁମତି । ଏନେଇ ଗଣମାଧ୍ୟମକୁ ଫିଡ୍‌ ଦେବେ ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ LIVE କରିପାରିବେ ଘରୋଇ…

ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲା ସାବଧାନ୍! ଭୀଷଣ ବର୍ଷିବ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ରାତି ୮ଟା ୪୦ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ…

ଟିକ୍-ଟକ୍ ଭିଡିଓକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୨୯ ।୫(ଓଡିଶା ଭାସ୍କର): ଟିକ୍-ଟକ୍ ଭିଡିଓକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ହାଇକୋର୍ଟଙ୍କ ଅନୁସାରେ, ‘ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଏହି ଟିକ୍-ଟକ୍ ଭିଡିଓ…

ଏଣିକି କମିବ ବିଧାୟକଙ୍କ ଜିଲ୍ଲା ଗସ୍ତ, ବିଧାନସଭାରେ ଉଦଘାଟିତ ହେଲା ସ୍ୱତନ୍ତ୍ର VC ହଲ୍

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ବିଧାନସଭା ପରିସରରେ ସ୍ୱତନ୍ତ୍ର ଭିଡିଓ କନଫରେନ୍ସିଂ ହଲ ଉଦଘାଟିତ ହୋଇଯାଇଛି । ଏଣିକି ବୈଠକ ପାଇଁ ବିଧାୟକମାନଙ୍କୁ ଆଉ ଜିଲ୍ଲା ଗସ୍ତ କରିବାକୁ ପଡିବ ନାହିଁ । କରୋନା ନେଇ ଜିଲ୍ଲା…

୩ ମାସର ରୋଡ୍ ଟ୍ୟାକ୍ସ ଛାଡ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି । ଲକଡାଉନ ଦୃଷ୍ଟିରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୨୦୨୦ ଏପ୍ରିଲ ମାସରୁ ଜୁନ…