୧୨ ବର୍ଷର ବାଳକର ରୋଜଗାର ୩ କୋଟି, ଜାଣନ୍ତୁ କେମିତି ହେଲା ଏହା ସମ୍ଭବ

ନୂଆଦିଲ୍ଲୀ: ପଇସା ରୋଜଗାର କରିବା ଏତେ ସହଜ ନୁହେଁ, ଏକଥା ଆପଣ ଅନେକ ଥର ଶୁଣିଥିବେ । ମାତ୍ର ଜଣେ ୧୨ ବର୍ଷର ବାଳକ ଏକଥାକୁ ଭୁଲ୍ ପ୍ରମାଣିତ କରିଛି । ଲଣ୍ଡନରେ ରହୁଥିବା ବେନିୟାମିନ ଅହମ୍ମଦ ୩ କୋଟି ଟଙ୍କା ରୋଜଗାର…

ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

କେନ୍ଦୁଝର(ଓଡ଼ିଶା ଭାସ୍କର): ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥିବ ଶରୀର । ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଶେଷକୃତ୍ୟ ହୋଇଛି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଗଁ।ରେ…

ମୁଣ୍ଡଳିରେ ବୋଟ୍ ଓଲଟିବା ଘଟଣା: ଉଦ୍ଧାର ହୋଇଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି କହିଲେ SRC

କଟକ(ଓଡ଼ିଶା ଭାସ୍କର): ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ…

ଏଣିକି ମହିଳା ପୋଲିସ କର୍ମୀ କେବଳ ୮ ଘଣ୍ଟା ଡ୍ୟୁଟି କରିବେ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଏଣିକି ମହିଳା ପୋଲିସ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ପୂର୍ବରୁ ଏହି ଡ୍ୟୁଟି ଟାଇମ ୧୨ ଘଣ୍ଟା ଥିବାବେଳେ ଏବେ ତାହା ୪ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ଡ୍ୟୁଟି ଟାଇମ ବହୁତ ଲମ୍ବା ଥିବାରୁ ଏହି…

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନା, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟ ଦାବିଦାର ଟିଏସ୍ ସିଂହଦେବ

ନୂଆଦିଲ୍ଲୀ: ଛତିଶଗଡ଼ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷିଆ ଫର୍ମୂଲାକୁ ନେଇ ବିବାଦ ଜୋର ଘନେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…

ସପ୍ତାହକ ମଧ୍ୟରେ ରାହୁଲଙ୍କୁ ଦୁଇଥର ସାକ୍ଷାତ କଲେଣି ପାଇଲଟ୍: ପଞ୍ଜାବ ପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି?

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଇତିମଧ୍ୟରେ ସଚିନ ପାଇଲଟ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିବା ବେଳେ ରାଜ୍ୟର ନେତାଙ୍କୁ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି ଏପରି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା…

ଶାରୀରିକ ସମ୍ପର୍କ ରଖିବା ସମୟରେ ଅଚାନକ୍ ଗଡିଲା କାର୍, ଆଉ ତା’ପରେ…

ୟୁକେର ଡର୍ବିସାୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଦମ୍ପତି କାରରେ ଶାରୀରିକ ସମ୍ପର୍କ ରଖିବା ସମୟରେ ଫସି ଯାଇଥିଲେ । ଶୂନଶାନ୍ ଅଞ୍ଚଳରେ କାର ଭିତରେ ଏହି ଦମ୍ପତି ଶାରୀରିକ ସମ୍ପର୍କ ରଖୁଥିଲେ, ହଠାତ୍…

Android ୟୁଜର୍ସ ଏଣିକି ନିଜ ଫୋନରେ ଲୁଚାଇ ପାରିବେ ଫଟୋ, ଭିଡିଓ: Google ଲଞ୍ଚ କରିବାକୁ ଯାଉଛି କମାଲ୍ ଫିଚର୍

ନୂଆଦିଲ୍ଲୀ: ଖୁବଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସରେ ଲକଡ୍ ଫୋଲ୍ଡର ଇନ ଫଟୋଜ୍ ଫିଚର୍ ଉପଲବ୍ଧ ହେବ । ଏନେଇ ଗୁଗଲ ତରଫରୁ ଘୋଷଣା କରାଯାଇଛି । ରିପୋର୍ଟ ମୁତାବକ, ଏହି ଫିଚର ଗତ ଜୁନ ମାସରେ ନୂଆ ପିକ୍ସଲ ଫୋନରେ ଉପଲବ୍ଧ ହେବ…

କାମାକ୍ଷାନଗର: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର,(ଓଡ଼ିଶା ଭାସ୍କର): ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରେ ଘଟିଯାଇଛି । ବାରୁହାଁ ପଞ୍ଚାୟତର ସମିତି ସଭ୍ୟଙ୍କୁ…