କାନ୍ଥ ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଦେଖନ୍ତୁୁ ଭିଡିଓ
ଅନେକ ସମୟରେ ଚୋରି କରିବାର ଅଭିନବ ଉପାୟ ଆପଣାଇଥାନ୍ତି । କେତେବେଳେ ଝରକା ତାଡ଼ି ତ କେତେବେଳେ ବନ୍ଧୁକ ଦେଖାଇ । ତେବେ ଏଭଳି ଏକ ଲୁଟ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଦୋକାନ କାନ୍ଥ ଭାଙ୍ଗି ହୋଇଛି ବଡ଼ ଧରଣର ଲୁଟ୍ ।…