ଦେଢ଼ ବର୍ଷ ପରେ ଭାରତ-ନେପାଳ ମଧ୍ୟରେ ଗଡ଼ିଲା ବସ୍

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ବସ୍ ସେବା ପୁଣି ଆରମ୍ଭ ହୋଇଛି । କରୋନା ମହାମାରୀ କାରଣରୁ ଏହି ସେବା ଗତ ଦେଢ଼ ବର୍ଷରୁ ବନ୍ଦ ରହିଥିଲା । ସିଲିଗୁଡ଼ୀ ଜଙ୍କସନ ବସଷ୍ଟାଣ୍ଡରୁ ମଙ୍ଗଳବାର କାଠମାଣ୍ଡୁ ୪୫ ଯାତ୍ରୀଙ୍କୁ…

ବ୍ୟାଙ୍କ MDରୁ ବିଲିୟନର: ଆଇପିଓ ସଫଳତା ପରେ ଧନୀକଙ୍କ ତାଲିକାରେ ଫାଲ୍ଗୁନୀ ନାୟାର

ନୂଆଦିଲ୍ଲୀ: ନିଜର ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ପାଇଁ ସଫଳତା ହାସଲ କରିଛନ୍ତି ନାଇକାର ପ୍ରତିଷ୍ଠାତା ଫାଲ୍ଗୁନି ନାୟାର । ୫୦ ବର୍ଷ ବୟସରେ ଚିରାଚରିତ ୯ରୁ ୫ ଚାକିରି ଛାଡି଼ିଲେ ଆଉ ଆରମ୍ଭ କଲେ ନିଜର ଷ୍ଟାର୍ଟ ଅପ୍ ।…

କ୍ଷୁଦ୍ର ନିବେଶକଙ୍କ ପାଇଁ ଖୁସି ଖବର; ଏହି ତାରିଖରେ ମୋଦୀ ଲଞ୍ଚ କରିବେ RDS

ସରକାରୀ ସିକ୍ୟୁରିଟି ମାର୍କେଟରେ ଖୁଚୁରା ନିବେଶକଙ୍କ ଭାଗୀଦାରୀ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୧୨ ନଭେମ୍ବରରେ ଆରବିଆଇ ରିଟେଲ ଡାଇରେକ୍ଟ ସ୍କିମ(ଆରଡିଏସ) ଲଞ୍ଚ କରିବାକୁ ଯାଉଛନ୍ତି । ଏହା…

ମୋଇନ ଅଲୀଙ୍କ ଅର୍ଦ୍ଧଶତକ: ସେମିରେ ନ୍ୟୁଜିଲାଣ୍ଡ ପାଇଁ ୧୬୭ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଟି-୨୦ ବିଶ୍ୱକପର ନକଆଉଟ ପର୍ଯ୍ୟାୟ । ପ୍ରଥମ ସେମିରେ ପରସ୍ପର ସମ୍ମୁଖୀନ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪ ୱିକେଟ ହରାଇ ୧୬୬ ରନ ସଂଗ୍ରହ…

ଫେରିଲା ଏମପି ଲ୍ୟାଡ୍; ସାଂସଦଙ୍କୁ ବର୍ଷକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ପୁଣି ସାସଂଦ ହାତ ପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏମପି ଲ୍ୟାଡ୍ ଫଣ୍ଡକୁ ପୁଣିଥରେ କ୍ରିୟାଶୀଳ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୨୦୨୧-୨୨ ପାଇଁ…

ଆଇପିଏଲ ଟାଇଟଲ ଜିତିବା ଅନ୍ତର୍ଜାତୀୟ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ: ଗାଭାସ୍କର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଧଳା ବଲ୍ କ୍ରିକେଟ୍ର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ…

ଠିକା କାମକୁ ନେଇ ଆକ୍ରମଣରେ ଜଣେ ଗୁରୁତର

ଆକ୍ରମଣର ଶିକାର ହୋଇଥିବା ପ୍ରମୋଦ ମହିକାପଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ଘଟିଛି ନନ୍ଦିପଦା ଥାନା ମରୈଙ୍ଗା ଛକରେ । ମରୈଙ୍ଗା ଠାରେ ଠିକା କାମ କରି ଚଳୁଥିବା…

ଲାଞ୍ଚୁଆ ସୁପରଭାଇଜର ଗିରଫ

କେନ୍ଦୁଝର ସଦର ତହସିଲର ରାଜସ୍ଵ ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ । ଜଣେ ବ୍ୟକ୍ତିଙ୍କ ମିୟୁଟେସନ ମାମଲାର ଫିଲଡ ଭେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ…

ସୁଶୀଲ କୁମାର ଏକାଡେମୀରେ ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା;ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏମିତି ଏକ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହାକୁ ବିଶ୍ୱାସ…

ସଡ଼କ ସୁରକ୍ଷା ପାଇଁ ନୂତନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ; ୩୦ଟି ଜିଲ୍ଲାରେ ପ୍ରଶିକ୍ଷଣ ଦେବେ ୩୦୦ ପ୍ରଶିକ୍ଷକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ଦ୍ବାରା…