ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଥିବା CM ମମତାଙ୍କ ପାଖରେ ଅଛି କେତେ ସମ୍ପତ୍ତି ? ଜାଣନ୍ତୁ
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନର ବିଗୁଲ ବାଜିସାରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ବା ଟିଏମସି ପକ୍ଷରୁ ଭବନାପୁର ଆସନ ପାଇଁ ନାମାଙ୍କନ ଦାଖଲ କରି ମଇଦାନକୁ ଓହ୍ଲାଇଛନ୍ତି ।…