ନାବାଳକ ଛାତ୍ରକୁ ଅସଦାଚରଣ କଲେ ଟ୍ୟୁସନ୍ ସାର୍, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଧର୍ମଶାଳା (ଭାସ୍କର ନ୍ୟୁଜ୍‌) : ନାବାଳକ ଛାତ୍ରକୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଗିରଫ । ଏଭଳି ଅଭାବନୀୟ ଘଟଣା ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଜାମୁବଣିଆ ଗ୍ରାମରେ ଘଟିଛି । ଅଭିଯୋଗ ମୁତାବକ, ଏହି ଥାନା…

ପିଇଓ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପିଇଓ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକାରଗୋଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସନ୍ତୋଷ ସାହୁଙ୍କ ଘରେ…

ATMରୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି? କ୍ୟାଶ ନଥିଲେ ବ୍ୟାଙ୍କ ଦେବ ୧୦ ହଜାର ଟଙ୍କାର ଜୋରିମାନା, ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ : ATMରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନରଖିବା ଏବେ ବ୍ୟାଙ୍କକୁ ମହଙ୍ଗା ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଯଦି କ୍ୟାଶର ଅଭାବ ଯୋଗୁଁ ଏଟିଏମରୁ ଗ୍ରାହକ ଖାଲି ହାତରେ…

ନୀରଜ ଚୋପ୍ରାଙ୍କୁ ଏଏଫ୍‌ଆଇ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ: ଏଣିକି ପ୍ରତିବର୍ଷ ଅଗଷ୍ଟ ୭ରେ ପାଳିତ ହେବ ଜାଭେଲିନ୍‌ ଦିବସ

ନୂଆଦିଲ୍ଳୀ: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଭାରତକୁ ଗୌରାବନ୍ୱିତ କରିଥିବା ଜାଭେଲିନ ଥ୍ରୋର ନୀରଜ ଚୋପ୍ରାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଦିନ ଦେଶରେ ଜାଭେଲିନ ପ୍ରତିଯୋଗିତା…

ବିନା କପଡ଼ାରେ ଶୋଇଲେ ମିଳିଥାଏ ଏଭଳି ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ନିଦ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଦୈନିକ ୬-୭ ଘଣ୍ଟା ଶୋଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ବିନା କପଡାରେ ଶୋଇବା ମଧ୍ୟ ଆମ ଶରୀରକୁ ଢେର ସାରା…

ସ୍କୁଲ ଖୋଲିବା ମାତ୍ରେ ମାଡିଗଲା କରୋନା, ୨ ଟି ସ୍କୁଲରୁ ୨୦ ଜଣ ଛାତ୍ରଛାତ୍ରୀ ପଜିଟିଭ୍

ଲୁଧିଆନା: କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ଏହାରି ମଧ୍ୟରେ ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ମାଡିଯାଇଛି କରୋନା । ଲୁଧିଆନାର ୨ଟି ସରକାରୀ ସ୍କୁଲରେ ପ୍ରାୟତଃ ୨୦ ଛାତ୍ରଛାତ୍ରୀ…

ଟିସ୍କା ଚୋପ୍ରା ହେବେ ବିଶ୍ୱସ୍ତରୀୟ କରୋନା ଫଣ୍ଡରାଇଜର୍ ରେ ଅଂଶୀଦାର, ସ୍ୱତନ୍ତ୍ରତା ଦିବସ ଲାଗି ଚାଲିଛି ପ୍ରସ୍ତୁତି

ଓଡ଼ିଶା ଭାସ୍କର ବ୍ୟୁରୋ: ଅଭିନେତ୍ରୀ ଟିସ୍କା ଚୋପ୍ରା ସର୍ବଦା ସାମାଜିକ କାର୍ଯ୍ୟକ୍ରମରେ ଅଧିକ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି । ଠିକ୍ ସେହିପରି ଆସନ୍ତା ସ୍ୱାଧୀନତା ଦିବସ ଅବସରରେ୍ ସେ ଏକ ଗୁରୁତ୍ୱପୂର୍ଣ୍ଣ…

ରାଶିଫଳ(ବୁଧବାର,୧୧ ଅଗଷ୍ଟ , ୨୦୨୧)

ମେଷ - ଆଜି  ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ…

୨୩ରୁ ଆରମ୍ଭ ହେବ ଏକକ ପିଜି ଏଣ୍ଟ୍ରାନ୍ସ, ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଳିବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ପରୀକ୍ଷା ନେଇ ମଙ୍ଗଳବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏକକ…