ଫ୍ୟାନଙ୍କୁ ପସନ୍ଦ ଆସୁଛି ସନ୍ନି ଲିଓନୀଙ୍କ ଆକ୍ସନ ଅବତାର, ସାମ୍ନାକୁ ଆସିଲା ‘ଶିରୋ’ର ଫାଷ୍ଟ ଲୁକ
ଖୁବଶୀଘ୍ର ଏକ ଭିନ୍ନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ । ସନ୍ନି ଲିଓନୀ ତାଙ୍କ ଅଭିନୀତ ପ୍ରଥମ ତାମିଲ ଫିଲ୍ମ ‘ଶିରୋ’ରେ ନଜର ଆସିବାକୁ ଯାଉଛନ୍ତି । ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ନେଇ…