୧୩ ମାସରେ ୩ ଥର କୋଭିଡ୍ ପଜିଟିଭ୍ ହେଲେ ଡାକ୍ତର: ନେଇସାରିଥିଲେ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଜଣେ ଡାକ୍ତର ୧୩ ମାସ ମଧ୍ୟରେ ୩ ଥର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ବର୍ଷୀୟା ଡାକ୍ତର ପୂର୍ବରୁ କରୋନାର ୨ଟି ଯାକ ଡୋଜ୍…

ଶୁଭସ୍ମିତାଙ୍କ ବାପା କହିଲେ- ‘ଝିଅକୁ ଡାକିନେଇ ପୋଡିଦେଲା ତା ପ୍ରେମିକ’

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ପ୍ରେମବ୍ୟାପାରକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧିନ ପାତ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନୃଶଂସ ପ୍ରେମିକ ପ୍ରଥମେ ପ୍ରତାରଣା କରିବା ପରେ ପ୍ରେମିକାକୁ…

ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ…

ହାଇଦରର ବଡ଼ପୁଅ ମୁନ୍ନାର ଜାମିନ ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଏହି ଘଟଣାକୁ କିଛି ଦିନ ବିତିଯାଇଥିବା ବେଳେ ଏବେ ଖବର ମିଳିଛି ଯେ, ହାଇଦରର ବଡ଼ପୁଅ ସେକ କାଦିର ଓରଫ ମୁନ୍ନାର ଜାମିନ…

ବ୍ରହ୍ମପୁରରେ କେବେ ମିଳିବ ବିଶୁଦ୍ଧ ଜଳ? ୨ ବର୍ଷ ହେଲା ସରୁନି କାମ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁରୀରେ ବିଶ୍ୱସ୍ତରୀୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୁଭାରମ୍ଭ ହୋଇଯାଇଛି । ଏହାକୁ ନେଇ ପୁରୀ ସମେତ ଓଡ଼ିଶାରେ ଖୁସି ପ୍ରକାଶ ପାଇଛି । ତେବେ ଏହି ପ୍ରକଳ୍ପ ହେବା ପୂର୍ବରୁ ବ୍ରହ୍ମପୁର…

କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆଉ ବାହାରୁ କିଣା ଯିବନି ଅକ୍ସିଜେନ୍ । କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଅଗଷ୍ଟ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଏଭଳି ସୂଚନା ମିଳିବା ପରେ ରାଜଧାନୀ ସମେତ…

ପୁଣି ଘୁଞ୍ଚିଲା ଶୁଣାଣି, ବର୍ଷାଙ୍କ ପକ୍ଷରୁ କେହି ଆସିଲେନି କୋର୍ଟ

କଟକ(ଓଡ଼ିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ । ଏହାରି ମଧ୍ୟରେ ହାଇକୋର୍ଟରେ ଆସନ୍ତା ସପ୍ତାହକୁ…

ଦୂତୀ ଟୋକିଓରୁ ଦେଲେ ଚାନ୍ଦ ଭଳି ବାର୍ତ୍ତା… ଜାଣିଲେ ଆପଣ ବି ଖୁସି ହୋଇଯିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଓଡ଼ିଶାର ସ୍ପ୍ରିଣ୍ଟର୍ ତଥା କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମରେ । ତାଙ୍କୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି…

Facebook ହେଉଛି ଟଙ୍କା ରୋଜଗାରର ଅନ୍ୟତମ ମାଧ୍ୟମ, ଜାଣନ୍ତୁ ୬ଟି ତରିକା

ବର୍ତ୍ତମାନ ସମୟରେ ଫେସବୁକ୍ ହେଉଛି ଦୁନିଆର ନମ୍ବରୱାନ ସୋସିଆଲ ନେଟୱାର୍କିଂ ସାଇଟ୍ । ସାଧାରଣତଃ ଲୋକମାନେ ଫେସବୁକରେ ଚାଟିଂ, ଫଟୋ, ଭିଡିଓ ଅପଲୋଡ ଆଦି ପାଇଁ ବ୍ୟବହାର କରିଥାନ୍ତି । ଫେସବୁକ ବ୍ୟବହାର କରିବା ପାଇଁ…

OAS ଅଧିକାରୀ ସ୍ତରରେ ଅଦଳବଦଳ, ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବୌଦ୍ଧ ଡେପୁଟି କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର…