ନିର୍ବାଚନ ପରବର୍ତ୍ତୀ ହିଂସାର ଏନଏଚଆରସି ରିପୋର୍ଟ ବିରୋଧରେ ହାଇକୋର୍ଟରେ ପ୍ରମାଣପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ସରକାର

ପଶ୍ଚିମବଙ୍ଗ ସରକାର କଲିକତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ରାଷ୍ଟ୍ରୀୟ ମାନବାଧିକାରଙ୍କ ରିପୋର୍ଟ ବିରୋଧରେ ପ୍ରମାଣପତ୍ର ଦାୟର କରିଛନ୍ତି । ମାନବାଧିକାର କମିଶନଙ୍କ ରିପୋର୍ଟରେ କୁହାଯାଇଥିଲା ଯେ ବିଧାନସଭା ନିର୍ବାଚନ…

ପିଜ୍ଜା ଖାଇଲେ ଚାନୁ; ଫଟୋ ଶେୟାର କଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ମୀରାବାଇ ସାଇଖୋମ ଚାନୁଙ୍କ ଦୀର୍ଘଦିନର ଇଚ୍ଛା ପୂରଣ ହୋଇଛି । ରୌପ୍ୟ ପଦକ ବିଜୟୀ ହେବା ପରେ ସେ ବର୍ତ୍ତମାନ ପିଜା ଖାଇ ପାରିବେ ବୋଲି ଚାନୁ ଘୋଷଣା କରିଥିଲେ ।…

କର୍ଣ୍ଣାଟକରେ ବିଜେପିର କାଷ୍ଟ ପଲିଟିକ୍ସ: ଲିଙ୍ଗାୟତ ସମ୍ପ୍ରଦାୟର ଏହି ବ୍ୟକ୍ତି ନେଇପାରନ୍ତି ୟେଦ୍ୟୁରପ୍ପାଙ୍କ ସ୍ଥାନ

ବେଙ୍ଗାଲୁରୁ: ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲିଙ୍ଗାୟତ…

ଗ୍ୟାସ ସିଲିଣ୍ଡର ବୁକ୍ କଲେ ମିଳୁଛି ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ : କରୋନା କାଳରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି । ଫଳରେ ଏହା ଲୋକଙ୍କ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପଡିଛି । ଏଭଳି…

‘ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ ମାଲିକ’, ଅଭିଯୋଗ ପରେ ଏହି ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ: ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ, କିପରି ଓ କେଉଁ ଅବସ୍ଥାରେ ଗାଧୋଉଛ ତାହା ମଧ୍ୟ ଦେଖାଓ ବୋଲି କହୁଥିଲେ । ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଏପରି ମାନସିକ ନିର୍ଯାତନା ଦେଉଥିବା ଜଣେ ମହିଳାଙ୍କୁ…

କଙ୍ଗନାଙ୍କୁ ମୁମ୍ବାଇ କୋର୍ଟଙ୍କ ଚେତାବନୀ: ଜାଭେଦ ଅଖତର କେସ୍ ର ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ବିବାଦରେ ରହିଆସିଛନ୍ତି । କଙ୍ଗନା ରଣାୱତଙ୍କ ବିରୋଧରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ମାନହାନି ମାମଲା ରୁଜୁ କରିଛନ୍ତି । ପ୍ରକୃତରେ କଙ୍ଗନା ଗତ ବର୍ଷ…

ଦୈନିକ ୬ କପରୁ ଅଧିକ କଫି ପିଇବା ଦ୍ୱାରା ଚାଲିଯିବ ୫୩% ସ୍ମୃତିଶକ୍ତି: ଅଧ୍ୟୟନ

ନୂଆଦିଲ୍ଲୀ: କଫିକୁ ନେଇ ଏକ ନୂତନ ଅଧ୍ୟୟନ ସାମନାକୁ ଆସିଛି । ଅଷ୍ଟ୍ରେଲିୟାର ଏକ ଅଧ୍ୟୟନକାରୀ ଟିମ୍ କହିଛନ୍ତି ଯେ, ଦୈନିକ ୬ କପ୍ ରୁ ଅଧିକ କଫି ପିଇବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ମସ୍ତିସ୍କ ଉପରେ ପଡ଼ିଥାଏ ।…

ଭାରତର ଏକ ରେଳ ଷ୍ଟେସନ୍; ଯାହା ଭୂତ ଡରରେ ୪୨ ବର୍ଷ ରହିଥିଲା ବନ୍ଦ

କୋଲକାତା: ଭାରତରେ ଏକ ଏମିତି ରେଳ ଷ୍ଟେସନ୍ ରହିଛି ଯାହା ଏକ ରହସ୍ୟମୟୀ ମୃତ୍ୟୁ ଓ ଆତ୍ମା ପାଇଁ ୪୦ ବର୍ଷ ବନ୍ଦ ରହିଥିଲା । ଏହାପରେ ୨୦୦୯ ମସିହାରେ ପୁଣି ଏହାକୁ ଚାଲୁ କରାଯାଇଥିଲା । କିନ୍ତୁ ସନ୍ଧ୍ୟା ହେବା ମାତ୍ରେ…

ଆଇସୋଲେସନରେ ଟିମ୍ ଇଣ୍ଡିଆ ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରହିଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବାର ଠିକ୍ ପୂର୍ବରୁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା…

ପଦକରୁ ଗୋଟିଏ ପାଦ ଦୂରରେ ଲଭଲିନା; ଟୋକିଓରେ ଭାରତୀୟ ମହିଳାଙ୍କ ଦବଦବା

ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ପ୍ରଥମ ଦିନରେ ମୀରାବାଇ ଚାନୁ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ବେଳେ ପଦକର ନିକଟତର ହୋଇଛନ୍ତି ଆଉଜଣେ ଭାରତୀୟ ମହିଳା ଖେଳାଳି । ଭାରତୀୟ…