Breaking News କିପରି ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି? ଜାଣନ୍ତୁ ସିଇଓଙ୍କ ଉତ୍ତର Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭୋଟ ଗଣତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…
Breaking News ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଯଦି ୨ ଭଉଣୀ ପଢୁଛନ୍ତି, ତେବେ ଜଣଙ୍କ ଫି ଛାଡ୍ କରନ୍ତୁ ସ୍କୁଲ ମ୍ୟାନେଜମେଣ୍ଟ Odisha Bhaskar Bureau Oct 2, 2021 ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧି ଜୟନ୍ତୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲରେ ଦୁଇ ଭଉଣୀ ମିଶି ପାଠ ପଢ଼ୁଛନ୍ତି ତେବେ ସେମାନଙ୍କ…
Breaking News କରୋନା ପରେ ପୁଣି ବିଶ୍ୱକୁ ହଲଚଲ୍ କରିବ ଚୀନ, ମାଡ଼ି ଆସିବ ୨୦୦୮ ପରି ଆଉ ଏକ ଆର୍ଥିକ ଦୁର୍ଗତି Manas Pradhan Oct 2, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହାହାକାର ମଚାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା ମହାମାରୀ କରୋନା । ତେବେ ଏହି ଭୟଙ୍କର ମହାମାରୀର ଅସଲ ସୃଷ୍ଟିକର୍ତ୍ତା ଯେ ଚୀନ, ତାହା ବିଶ୍ୱବାସୀଙ୍କୁ ଅଛପା ନାହିଁ ।…
Astrology ବିଗୁଡୁଥିବା କାମକୁ ଠିକ୍ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି କାମ, ବର୍ଷିବ ଶନିଦେବଙ୍କ କୃପା Sushreejyoti Routray Oct 2, 2021 ଶନିବାର ଦିନକୁ ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମର୍ପିତ କରାଯାଏ । ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଇଥାଏ । ଏହି ଦିନ ଶନିଦେବଙ୍କ କୃପା ପାଇବା ପାଇଁ ପୂଜା, ଉପବାସ ଓ ଦାନ କରିବା ଦ୍ୱାରା…
Featured JCBରେ ବର-କନିଆଙ୍କ ଆଡଭେଞ୍ଚର ଶୋଭାଯାତ୍ରା, ଭିଡିଓ ଭାଇରାଲ୍; ଏମିତି ପ୍ରତିକ୍ରିୟା ଦେଲେ ଲୋକେ Odisha Bhaskar Bureau Oct 2, 2021 ନୂଆଦିଲ୍ଲୀ: ବିବାହର ପ୍ରତିଟି ମୁହୂର୍ତ୍ତ ଖୁବ୍ ସୁନ୍ଦର ହୋଇଥାଏ । ତେଣୁ ସେହି ଦିନକୁ ସ୍ମରଣୀୟ କରିବାକୁ ବର-କନ୍ୟା ଓ ଦୁହିଁଙ୍କ ପରିବାର ଅନେକ ସାଜସଜା କରିଥାନ୍ତି ତଥା ବନ୍ଦୋବସ୍ତ କରିଥାନ୍ତି । ହେଲେ ଏହି…
Breaking News IPLରେ ସାମିଲ ହେବେ ଦୁଇଟି ନୂଆ ଦଳ, ୧୦ ଟିମଙ୍କ ମଧ୍ୟରେ ହେବ ଟକ୍କର Manas Pradhan Oct 2, 2021 ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣରେ ୮ଟି ଟିମ ନୁହେଁ, ୧୦ଟି ଟିମ ଭାଗନେବେ । ଏଥିପାଇଁ ନୂଆ ଟିମର ଘୋଷଣା ଆସନ୍ତା ୨୫ ତାରିଖରେ ହେବ । ଦୁଇ ନୂଆ ଟିମ ଆଇପିଏଲରେ ଯୋଡ଼ିହେବା ପରେ…
Featured ଆଜି ରୋହିତ ଓ ପନ୍ତ ମୁହାଁମୁହିଁ, ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଅତି ଜରୁରୀ Abinash Kumar Dhal Oct 2, 2021 ନୂଆଦିଲ୍ଲୀ : ଆଇପିଏଲର ୧୪ତମ ସିଜିନର ୪୬ତମ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଗତ ମ୍ୟାଚରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ମାର୍ଗକୁ ଫେରିବାର ଲକ୍ଷ୍ୟ ନେଇ ଆଜି…
Breaking News ସମୁଦ୍ର ଭିତରେ ଜାଭଲିନ୍ ଫୋପାଡ଼ିଲେ ନୀରଜ! ସେୟାର୍ କଲେ ଭିଡିଓ, କହିଲେ ଏପରି… Odisha Bhaskar Bureau Oct 2, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତକୁ ପ୍ରଥମ ଆଥଲେଟିକ୍ସ ଅଲିମ୍ପିକ୍ ଗୋଲ୍ଡ ଦେଇଥିବା ନୀରଜ ଚୋପ୍ରା ଗତ କିଛି ମାସ ହେଲା ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ମାଲଦ୍ୱୀପରେ ଛୁଟି ବିତାଉଛନ୍ତି । ତେବେ ନୀରଜଙ୍କୁ…
Featured ଟାଟାକୁ ମିଳିବ କି ଏୟାର ଇଣ୍ଡିଆ ? ଚୂଡାନ୍ତ ନିଷ୍ପତ୍ତି ନେବେ ଅମିତ୍ ଶାହାଙ୍କ ପ୍ୟାନେଲ, ଶୀଘ୍ର ବସିବ ବଡ ବୈଠକ Abinash Kumar Dhal Oct 2, 2021 ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଦାୟିତ୍ୱ ଚଳିତ ସପ୍ତାହରେ ଏହାର ନୂତନ ମାଲିକଙ୍କୁ ହସ୍ତାନ୍ତର କରାଯିବ । ନୂତନ ମାଲିକଙ୍କ ନିଷ୍ପତ୍ତି ଚଳିତ ସପ୍ତାହରେ କେନ୍ଦ୍ର ଗୃହ…
Breaking News ସାଢ଼େ ୪ କୋଟି ଲୋକ ବିଜେଡ଼ି ସହ ରହିବେ: ସଞ୍ଜୟ ଦାସବର୍ମା Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜିଠାରୁ ରାଜନୀତି ସରଗରମ ହୋଇଛି । ଅନେକ ସ୍ଥାନରେ ଦଳ ଅଦଳବଦଳ ନୀତି ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା…