ଝିଅ ବିଦାବେଳେ ଭୋ ଭୋ ହୋଇ କାନ୍ଦି ଉଠିଲେ ଧର୍ମେନ୍ଦ୍ର, ଏବେ ଭାଇରାଲ ହେଉଛି ଭିଡିଓ
ଝିଅମାନେ ସବୁବେଳେ ବାପାଙ୍କ ଅଲିଅଳି ହୋଇ ରହିଥାନ୍ତି । ସେହି ଝିଅକୁ ଅନ୍ୟ ହାତକୁ ଟେକି ଦେବା ବେଳେ କେତେ ଯେ କଷ୍ଟ ଲାଗେ ତାହା କେବଳ ଜଣେ ବାପା ହିଁ ଅନୁଭବ କରିପାରିବେ । ଏଥିରୁ ବଲିଉଡ ବାପାମାନେ ବାଦ୍ ଯିବେ କିପରି…