ରବି ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର କୋଚ୍ ? ଦୌଡରେ ଅଛନ୍ତି ୫ ଜଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱ କପ ପରେ ସରିବାକୁ ଯାଉଛି । ନୂତନ ମୁଖ୍ୟ କୋଚ୍ ନେଇ ବିିସିସିଆଇ ସନ୍ଧାନ ଆରମ୍ଭ କରି ଦେଇଛି । ଶାସ୍ତ୍ରୀଙ୍କ ପରେ…

ଡିଆରଡିଓ ତଥ୍ୟ ଲିକ୍: ୫ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଜି ୫ ଜଣଙ୍କୁ ଚାଲିଛି ଜେରା । ଗତକାଲି ୫ ଅଭିଯୁକ୍ତଙ୍କୁ କଟକକୁ ଆଣିଥିଲା କ୍ରାଇମବ୍ରାଞ୍ଚ । ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଛି…

ଏବେ ପାଣିପାଗକୁ ନେଇ ମିଳିବ ଆହୁରି ସଠିକ୍ ତଥ୍ୟ, ଏହି ସିଷ୍ଟମ ଉପରେ କାମ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ : ଏବେ ପାଣିପାଗ ନେଇ ମିଳିବ ସଠିକ୍ ତଥ୍ୟ । ସମୟ ପୂର୍ବରୁ ସମସ୍ତ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚିବ । ଏହା ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର । ‘ପୂର୍ବାନୁମାନ ସେବାର ଉନ୍ନୟନ’ ନାମକ ଏକ ଉପ…

ଆଜି ୭ ଜଣଙ୍କର ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୮୧୩୫ରେ ପହଞ୍ଚିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ପଞ୍ଜାବର ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି, ରାଜ୍ୟ ନେତୃତ୍ୱ ନେବାକୁ ମନା କଲେ ଅମ୍ବିକା ସୋନି

ନୂଆଦିଲ୍ଲୀ : ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନେଇ ବଡ ଚିନ୍ତାରେ ବଡି ଯାଇଛି । ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି । ପଞ୍ଜାବ…

ପାକିସ୍ତାନୀ ମିଡିଆରେ ତାଲିବାନୀ ପ୍ରଭାବ: ଲାଇଭ୍ ଶୋରେ ଆଙ୍କର୍ ପିନ୍ଧିଲେ ବୁର୍ଖା

ନୂଆଦିଲ୍ଳୀ: ଆଫଗାନିସ୍ତାନ ଉପରେ ଏବେ ତାଲିବାନ ମାନଙ୍କ ଶାସନ ଚାଲିଛି । ତେବେ ଏହି ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ପ୍ରଥମ ଦେଶ ହେଉଛି ପାକିସ୍ତାନ । ତେବେ ସେମାନଙ୍କ ଶାସନର ପ୍ରଭାବ ଏବେ ପାକ୍ ଉପରେ ବି…

ASI ପଦବୀକୁ ପଦୋନ୍ନତି ପାଇବେ ୧୫୦୦ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗର ୧୫୦୦ କନଷ୍ଟେବଳ ଏସଆଇ ପଦବୀକୁ ପଦୋନ୍ନତି ପାଇବେ । ୨୦୨୦ ଡିସେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ…

ହ୍ୱାଟସଆପରେ ଝିଅର ଅଶ୍ଳୀଳ ଫଟୋ ଦେଖି ଆଶ୍ଚର୍ଯ୍ୟ ମା’, ବଡ଼ ଭଉଣୀ ଉପରେ ଲାଗିଲା ଭାଇରାଲ୍ କରିବା ଅଭିଯୋଗ

ଭିଲାଇ: ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାଳ ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ । ଏନେଇ ପୀଡ଼ିତାଙ୍କ ମାଆ ଭିଲାଇନଗର କୋତୱାଲୀ ପୋଲିସ୍ ଷ୍ଟେସନରେ ଅଭିଯୋଗ…

କ୍ୟାପ୍ଟେନ ଅମରିନ୍ଦରଙ୍କର ପଦ ଯିବାର ପ୍ରମୁଖ କାରଣ କ’ଣ ହୋଇପାରେ, ଭାଜପା ନା ଅପମାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ଇସ୍ତଫା ଦେବା ପରେ ଏବେ ସବୁ ମହଲରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କ୍ୟାପ୍ଟେନ ହଠାତ୍ ପଦ ହରାଇବାର କାରଣ କ’ଣ ହୋଇପାରେ ବୋଲି ସବୁ ମହଲରୁ ପ୍ରଶ୍ନ…

ପାଠ ପଢ଼ିବାକୁ କହିବାରୁ ବାପାଙ୍କୁ ଗୁଳି ମାରିଲା ପୁଅ

ଲକ୍ଷ୍ନୌ: ପାଠ ପଢ଼ୁନଥିବାରୁ ବାପା, ପୁଅକୁ ପାଟି କଲେ । ଏହି କଥାରେ ରାଗିଯାଇ ବାପାଙ୍କଳ ଉପରକୁ ଗୁଳି ଚଳାଇଛି ପୁଅ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌ ର ଚିନହଟ୍ ଥାନା ଅଞ୍ଚଳରେ । ରବିବାର ଦିନ ସକାଳ…