ଟି-୨୦ କ୍ରିକେଟ୍ରୁ ଅବସର ନେଲେ ମାଲିଙ୍ଗା, ସୋସିଆଲ ମିଡିଆରେ ଲେଖିଲେ ଏମିତି…
କଲମ୍ବୋ: ଶ୍ରୀଲଙ୍କାର ପେସ୍ ବୋଲର ଲସିଥ ମାଲିଙ୍ଗା ମଙ୍ଗଳବାର ଦିନ ଟି-୨୦ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଛନ୍ତି । କାରଣ ଭବିଷ୍ୟତରେ ଆଉ କୌଣସି ଦଳ ପାଇଁ ଖେଳିବା ସମ୍ଭାବନା ନ ଥିବାରୁ ଶେଷରେ ସବୁ ଫର୍ମାଟରୁ ଦୂରେଇ…