ବାରୁଦରେ ଭର୍ତ୍ତି କଲେ ଷ୍ଟାଡିୟମ୍, ଶେଷଯାଏଁ ତାଲିବାନିଙ୍କ ସହିତ ଲଢ଼ିବା ମୁଡରେ ପଞ୍ଜଶୀର୍,; ସାମନାକୁ ଆସିଲା ଭିଡିଓ
କାବୁଲ: ଆଫଗାନିସ୍ତାନରେ କେବଳ ପଞ୍ଜଶୀରକୁ ଛାଡ଼ି ବାକି ସବୁ ସ୍ଥାନ ଏବେ ତାଲିବାନିଙ୍କ କବଜାରେ ରହିଛି । ତେଣୁ ଏବେ ତାଲିବାନି ମାନେ କଳେବଳେ କୌଶଳରେ ପଞ୍ଜଶୀର ଉପରେ କବଜା କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।…