ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକ ମାନଙ୍କୁ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଡ୍ରାଇଭ୍ ରେ ସାମ୍ବାଦିକମାନଙ୍କୁ ଦିଆଯିବ ଟିକା । ଏନେଇ ଆଜି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭ୍ ରେ ଟିକାକରଣ କରାଯିବ ବୋଲି ବିଏମସି…

ଟ୍ରେନରେ ପ୍ରେମ ହେଲା, ପ୍ରେମିକା କଳାକନା ବୁଲାଇଦେଲା

ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡରୁ ଚୋରି ଏବଂ ଲୁଟର ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଘରୁ ସବୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍…

ଆପଣ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି କି? ଲକ୍ଷଣ ଦେଖାଦେଉଛି ନା ନାହିଁ, ଜାଣନ୍ତୁ ଏହାପରେ କ’ଣ କରିବେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବରେ ଜନସାଧାରଣ ନାହିଁ ନଥିବା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେବେ ବିଶେଷଜ୍ଞଙ୍କ ମତରେ, ଲୋକମାନେ କରୋନା ସଂକ୍ରମଣର ପ୍ରାଥମିକ ଷ୍ଟେଜରୁ…

ଦରବୃଦ୍ଧି ଯଦି ସମସ୍ୟା ହେଉଛି ତାହେଲେ ଖାଇବା ପିଇବା ଓ ପେଟ୍ରୋଲ୍ ଭରିବା ଛାଡିଦିଅ: ବିଜେପି ନେତା

ରାୟପୁର: ଦେଶରେ ବଢ଼ୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ପେଟ୍ରୋଲ୍୍ ଡିଜେଲ୍ ଠାରୁ ଆରମ୍ଭ କରି ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବାହାର୍ଯ୍ୟ ଜିନିଷର ମୁଲ୍ୟ ଅହେତୁକ…

ଦେଶରେ ଆଜି କରୋନାରେ ୨୭୧୩ ଜଣଙ୍କ ମୃତ୍ୟୁ, ୧.୩୨ ଲକ୍ଷ ପଜିଟିଭ୍

ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୧୩ ଜଣଙ୍କ ମୃତ୍ୟୁ ଘଟିଛି ।…

ଜୀବିତ ରହିବା ପାଇଁ ଓ ଅଧିକ ବେଗରେ ବ୍ୟାପିବାକୁ ରଙ୍ଗ ପରିବର୍ତ୍ତନ କରୁଛି ଫଙ୍ଗସ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଉଭା ହୋଇଛି । ଯାହା ଦ୍ୱାରା ଏବେ ଦେଶର ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି । କିଛି ରାଜ୍ୟରେ ଏବେ ବ୍ଲାକ୍…

ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଲା ଆରବିଆଇ, ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତକୁ ଖସିଲା

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ…

ଜୀବନ ଆଉ ଜୀବିକାର ଦୋଛକିରେ ହଜିଗଲା ମାନବିକତା: ମାତ୍ର ୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିବାକୁ ଅଧିକାର…

ଝାରସୁଗୁଡ଼ା, (ଓଡିଶା ଭାସ୍କର): କରୋନା ଆଜି ମଣିଷର ଜୀବନ ଆଉ ଜୀବିକା ଛଡ଼ାଇ ନେଇଛି । ତେବେ କରୋନା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଇପାରେ, ଅମାନବୀୟ କାର୍ଯ୍ୟ କରିପାରେ, ତାହା ହୁଏତ କେହି କଳ୍ପନା ସୁଦ୍ଧା କରିନଥିବେ ।…

ରାଜ୍ୟରେ ସଂକ୍ରମଣ ଥମିବାର ନାଁ ଧରୁନି: ଆଜି ଚିହ୍ନଟ ହେଲେ ୭୭୨୯ ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

ରାଜ୍ୟରେ କାମ କରୁନି ଲକଡାଉନ୍: ଆଜି କରୋନାରେ ୩୯ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…