ଜେଲରେ ସ୍ୱାମୀ, ଶିଳ୍ପା କହୁଛନ୍ତି- ‘ସବୁ ମୁହୂର୍ତ୍ତକୁ ଉପଭୋଗ କରିବା ଦରକାର’

ନୂଆଦିଲ୍ଲୀ: ଗତ ଜୁଲାଇ ମାସରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର ବଡ଼ ସମସ୍ୟା ଦେଇ ଗତି କରୁଛି । ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫ ମାମଲାରେ ଗିରଫ କରାଯାଇଛି । ତାଙ୍କ ଉପରେ…

ଦ୍ୱିତୀୟ ଲହରଠାରୁ ଆହୁରି ଭୟଙ୍କର ହେବ ତୃତୀୟ ଲହର, ଚିଠି ଲେଖି ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର):ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ…

ଶ୍ରମିକଙ୍କୁ ଆଜି ଖାସ୍ ଉପହାର ଦେବେ ସରକାର ! ଆରମ୍ଭ ହେବ ଏହି ଯୋଜନା, ଜାଣନ୍ତୁ ଲାଭ

ନୂଆଦିଲ୍ଲୀ: ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଶ୍ରମିକଙ୍କୁ ଆଜି ସ୍ୱତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର । ଶ୍ରମିକଙ୍କ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି ଇ-ଶ୍ରମ ପୋର୍ଟାଲ । ଏହି ପୋର୍ଟାଲ…

ମାଡିଆସିଲା କି ତୃତୀୟ ଲହର? ଦେଶରେ ୨୩% ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୩…

ଆଜି ୬୬ ଜଣଙ୍କର ଗଲା ଜୀବନ, କଟକରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

କାବୁଲ ଏୟାରପୋର୍ଟର ଦୁର୍ଦ୍ଦଶା: ପାଣି ବୋତଲ ୩୦୦୦ ତ’ ଭାତ ଥାଳି ୭୫୦୦ ଟଙ୍କା

କାବୁଲ: ତାଲିବାନର ଆତଙ୍କରୁ ବଞ୍ଚିବାପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ ଲୋକମାନେ କାବୁଲ ଏୟାରପୋର୍ଟରେ ଭୋକ-ଶୋଷରେ ମରୁଛନ୍ତି । ବିମାନବନ୍ଦର ବାହାରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ଦାମ୍ ଅନେକ ଗୁଣା ବଢ଼ିଯାଇଛି । କେବଳ…

ଓଡ଼ିଶାରୁ ପୁଣି ବାହାରିଲେ ୮୪୯ କରୋନା ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ସେକ୍ସ ସମୟରେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଲା ଯୁବକ, ଆଉ ତା’ପରେ…

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସେକ୍ସ ସମୟରେ ପ୍ରୟୋଗ କରିବା ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ମୃତକଙ୍କ ପାଖରେ ପ୍ରେମିକା ସହ ସେକ୍ସ…

ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ୍ ଦେବେ ନୁସରତ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋଲକାତା (ଭାସ୍କର ନ୍ୟୁଜ୍) : ହସ୍ପିଟାଲରେ ଭର୍ତ୍ତି ହେଲ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ଭର୍ତ୍ତି କରାଯାଇଛି ।…

WHO ମୁଖ୍ୟ ବୈଜ୍ଞାନିକଙ୍କ ବଡ଼ ବୟାନ: ଭାରତରେ କରୋନାରୁ ଶୀଘ୍ର ମିଳିବନି ମୁକ୍ତି, ସଂକ୍ରମଣର ଉତ୍ଥାନ-ପତନ ଜାରି ରହିବ

ଜେନେଭା (ଭାସ୍କର ନ୍ୟୁଜ୍) : ମହାମାରୀ ବିରୋଧରେ ଭାରତୀୟମାନେ କରୁଥିବା ଲଢ଼େଇରୁ ଏବେ ନିସ୍ତାର ମିଳିବ ନାହିଁ । ଭାରତରୁ କରୋନା ଆଗାମୀ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ । କୋଭିଡ୍‌ -୧୯ ମହାମାରୀର…