ATM ଟଙ୍କା ଗାଡ଼ି ହାଇଜ୍ୟାକ, ୨୪ ଲକ୍ଷ ଲୁଟ୍

ବ୍ରହ୍ମପୁର: ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ । ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ ହୋଇଥିବା ସୂଚନା । ଗାଡ଼ିକୁ ଠାବ କଲା ପୋଲିସ, ୨୪ ଲକ୍ଷ ଟଙ୍କା ଗାଏବ । ଘଟଣା ଅନୁଯାୟୀ. ସକାଳେ ଏଟିଏମରେ…

Facebookରେ ଭାରତର କାହାକୁ ଅଧିକ ଲାଇକ ମିଳେ? ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଅଛନ୍ତି ଅନେକ ସେଲିବ୍ରିଟି । ସେମାନେ ବିଭିନ୍ନ ସୋସିଆଲ୍ ସାଇଟ୍ ରେ ପୂରା ଆକ୍ଟିଭ୍ ରୁହନ୍ତି ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଅଧିକ । କିନ୍ତୁ ସେ ମଧ୍ୟରେ ସବୁଠୁ ଅଧିକ…

ରାଜଧାନୀରେ ଆଶା କର୍ମୀଙ୍କୁ ଫାର୍ସାରେ ହାଣିଲେ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନକୁ ଦିନ ଅଶାନ୍ତିର ସହର ପାଲଟିଛି ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ କିଛି ବ୍ୟକ୍ତି ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଫାର୍ସାରେ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ…

ios ପାଇଁ ଲଞ୍ଚ ହେଲା Battlegrounds Mobile India

ନୂଆଦିଲ୍ଲୀ: ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲର ଆଇଓଏସ ଭର୍ସନ ଲଞ୍ଚ ହୋଇଛି । ଯାହାକୁ ନେଇ ବହୁଦିନରୁ ଅପେକ୍ଷା କରିଥିଲେ ଆଇଫୋନ ୟୁଜର୍ସ । ତେବେ ଏହାକୁ ବର୍ତ୍ତମାନ ଡାଉନଲୋଡ୍ କରିପାରିବେ ଆଇଓଏସ ୟୁଜର୍ସ । ପୂର୍ବରୁ…

‘ସୁନ୍ଦର ଟିମ୍ ରେ ମୁଁ ଜଣେ ହିଁ ବ୍ୟାଡ୍ ମ୍ୟାନ୍ ଥିଲି’, ଏମିତି କାହିଁକି କହିଲେ ହି-ମ୍ୟାନ୍…

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଜଗତର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ର ଫିଲ୍ମ ଲାଇନ୍ ରେ ୪୬ବର୍ଷ ପାର କରିସାରିଲେଣି । ତେବେ ସବୁଠୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଶୋଲେ’ ମଧ୍ୟ ଇତିମଧ୍ୟରେ ୪୬ ବର୍ଷ ପାର…

MAMIର ମୁଖ୍ୟ ହେବେ ପ୍ରିୟଙ୍କା ଚୋପ୍ରା; ବଡ ଘୋଷଣା କଲା କମିଟି

ମୁମ୍ବାଇ: ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ ଇମେଜ(ମାମି) ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଭାବରେ ପ୍ରିୟଙ୍କା ଚୋପ୍ରାଙ୍କୁ ମନୋନୀତ କରାଯାଇଛି । ମାମିର ବୋର୍ଡ କମିଟି ପକ୍ଷରୁ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି…

ଭାରତରେ ଲଞ୍ଚ ହେଲା Realmeର ପ୍ରିମିୟମ ଗେମିଙ୍ଗ୍ ଫୋନ୍

ନୂଆଦିଲ୍ଲୀ: Realme ଏହାର ଫ୍ଲାଗସିପ ଫୋନ Realme GT 5G କୁ ଭାରତରେ ଲଞ୍ଚ କରିଛି । ଏହା ୪୦ ହଜାର ମଧ୍ୟରେ କମ୍ପାନୀର ପ୍ରମିୟମ ସ୍ମାର୍ଟଫୋନ ଅଟେ । ଏହା ସହ କମ୍ପାନୀ Realme GT 5G Master Edition କୁ ମଧ୍ୟ ଲଞ୍ଚ…

ମୁସଲିମଙ୍କୁ ପସନ୍ଦ ନୁହେଁ ମସଜିଦ ଭିତରେ ଜାତୀୟ ପତାକା; ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଳୀ: ତିରଙ୍ଗା ବା ଭାରତୀୟ ଜାତୀୟ ପତାକାକୁ ଏକତାର ପ୍ରତୀକ ଭାବରେ ବିବେଚନା କରାଯାଉଥିବା ବେଳେ ଏହାକୁ ନେଇ ଘନେଇଛି ବିବାଦ । ଜାମା ମସଜିଦ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନକୁ ନେଇ ଥାନାରେ ମାମଲା ପହଞ୍ଚିଥିବା…

ଏହି କାରଣରୁ ତାଲିବାନକୁ ମାନ୍ୟତା ଦେବାକୁ ରାଜି ଚୀନ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ମଧ୍ୟରେ ସଂପର୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା କରିଛି । ଆଫଗାନିସ୍ତାନରେ ତାଲିବାନ ଯେଉଁଭଳି ଭାବରେ ଏତେ ଶୀଘ୍ର ଅକ୍ତିଆର କରିଛି, ଏହାକୁ ନେଇ ସବୁ ଦେଶ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାରତ, ଆମେରିକା, କତର,…

DORTMUNDକୁ ଡୁବାଇଲେ ଲିଓଣ୍ଡୋସ୍କି; ବାୟେର୍ଣ୍ଣ ମ୍ୟୁନିକ ଜିତିଲା ସୁପର କପ୍

ନୂଆଦିଲ୍ଳୀ: ପୋଲାଣ୍ଡର ଷ୍ଟାର ଷ୍ଟ୍ରାଇକର ରବର୍ଟ ଲିଓଣ୍ଡୋସ୍କିଙ୍କ ଡବଲ ଗୋଲ ବଳରେ ସୁପର କପ୍ ଜିତିବାରେ ସକ୍ଷମ ହୋଇଛି ବାୟେର୍ଣ୍ଣ ମ୍ୟୁନିକ୍ । ଜର୍ମନ ସୁପର କପରେ ବୋରୁସିଆ ଡର୍ଟମୁଣ୍ଡକୁ ୩-୧ରେ ପରାସ୍ତ କରି ଟାଇଟଲ…