କରୋନା ଭାଇରସ୍: ଦେଶରେ୨୪ଘଣ୍ଟାରେ ୧,୩୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୭ା୪: ସବୁଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪୯ହଜାର ୮୧୦ଟି…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ରାଜ୍ୟର ୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରୁ ଆସି ସେ…

ଆସନ୍ତୁ ଜାଣିବା, ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ସହ ଜଡ଼ିତ ଅନେକ ପ୍ରେରଣାଦାୟୀ କଥା

ଭାରତର ପ୍ରଥମ ମହିଳା ଶିକ୍ଷକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ୧୮୩୧ ଜାନୁଆରୀ ୩ ତାରିଖରେ ହୋଇଥିଲା । ସାବିତ୍ରୀ ବାଇ ଫୁଲେଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ଶ୍ରେୟ ଯାଉଛି…

ଏହି ଗରିଲାର ଗାଧୋଇବା ଦେଖି ଆପଣଙ୍କୁ ବି ପିଲାଦିନ କଥା ମନେପଡିବ

କିଛି ଭିଡିଓ ଏପରି ଥାଏ, ଯାହାକୁ ଦେଖିଲେ ଆପଣଙ୍କୁ ପିଲାଦିନର କଥା ମନେପଡିଯାଏ । ଛୋଟ ପିଲାଙ୍କ ଗୁଡି ଉଡାଇବା ହେଉ ବା କ୍ରିକେଟ ଖେଳୁଥିବାର ଦୁଶ୍ୟ ଦେଖିଲେ ପୁଣି ଥରେ ପିଲାଦିନକୁ ଫେରିଯିବାକୁ ଇଛା ହୁଏ । ସେହିପରି…

ମହାଭାରତର ଦୁର୍ଯ୍ୟୋଧନଙ୍କୁ ଘରେ ମିଳି ନଥିଲା ଖାଇବା, ଜାଣନ୍ତୁ କାରଣ

ସାରା ଦେଶରେ ଲକଡାଉନ୍ କାରଣରୁ ୮୦-୯୦ ଦଶକର ଲୋକପ୍ରିୟ ସିରିଏଲ୍‌ଗୁଡ଼ିକୁ ପୁଣିଥରେ ପ୍ରସାରିତ କରାଯାଉଛି । ମହାଭାରତ ପୁଣିଥରେ ଆରମ୍ଭ ହୋଇଛି । ଏହି ସମୟରେ ଆସନ୍ତୁ ଜାଣିବା ମହାଭାରତର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ…

୨୫ ସାମ୍ବାଦିକଙ୍କୁ କରୋନା, ବନ୍ଦ ହେଲା ଲାଇଭ୍ ସୋ

ଚେନ୍ନାଇ,୨୧ ।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାମାନଙ୍କୁ ଏବେ କରୋନା ଗ୍ରାସିବାରେ ଲାଗିଛି । ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍ ଚ୍ୟାନେଲର…

ରାଜ୍ୟରେ ଆଉ ୫କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫ଜଣ କରୋନା ରେ ଆକ୍ରାନ୍ତ ଥିବା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟରେ ବତ୍ତର୍ମାନ ୨୯ଜଣ ସୁସ୍ଥ ହୋଇଛନ୍ତିି…