ଜମାତିଙ୍କ ଲୋକେସନ ଟ୍ରାପ

ଭୁବନେଶ୍ୱର, ୧୬ ଓ୪ (ଓଡ଼ିଶା ଭାସ୍କର): ବିଦେଶୀ ଜମାତିଙ୍କ ଉପରେ ମଧ୍ୟ ହେବ କଡ଼ା କାର୍ୟ୍ୟାନୁଷ୍ଠାନ । ସୂତ୍ର ଅନୁସାରେ ଭିସା ନିୟମ ଉଲଙ୍ଘନ କରି ଏମାନେ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ନିଜାମୁଦ୍ଦୀନ ତବଲିଗି ଜମାତରେ…

ରାଶିଫଳ, ଗୁରୁବାର, (ଏପ୍ରିଲ ୧୬/୨୦୨୦)

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ, ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ, କର୍ମଛେତ୍ରରେ ଉତ୍ସାହିତ ରହିବେ । ବୃଷ - ଶୁଭଚନ୍ଦ୍ରଙ୍କ ଚଳନ ହେତୁ…

ନୂଆ ଅଧ୍ୟୟନର ଦାବି- କୁକୁର ମାଧ୍ୟମରେ ମଣିଷଙ୍କଠାରେ ବ୍ୟାପିଛି କରୋନା ଭାଇରସ୍!

କରୋନା ଭାଇରସକୁ ନେଇ ପ୍ରତି ସପ୍ତାହରେ କିଛି ନୂଆ ନୂଆ ଅଧ୍ୟୟନ ସାମ୍ନାକୁ ଆସୁଛି । ତେବେ କରୋନା ଭାଇରସ୍ ବାଦୁଡିଠାରୁ ଆସିଛି ବୋଲି ତ ସମସ୍ତେ ଜାଣିଛନ୍ତି । କିନ୍ତୁ କରୋନା ଭାଇରସ୍ କୌଣସି ଜୀବ ମାଧ୍ୟମରେ ମଣିଷଙ୍କ…

ଦିଲ୍ଲୀରେ ପୁଣି ଫେରିଲା ଶଗଡ ଗାଡି, ନଜର ଆସିଲା ୧୯୫୦ ଦଶକର ଦୃଶ୍ୟ

ନୂଆଦିଲ୍ଲୀ,୧୫ ।୪: କରୋନା ଭାଇରସ୍ ଯୋଗୁଁ ଲାଗୁ ହୋଇଥିବା ଲକ୍-ଡାଉନ୍ କାରଣରୁ ଜନସାଧାରଣ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରର ଅନୁମତି ମିଳିଛି ସତ, କିନ୍ତୁ…

୪୦ଡିଗ୍ରୀ ଟପିଲା ୮ଟି ସହର

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଆଜି ୪୦ଡ଼ିଗ୍ରୀ ଟପିଛି ୮ଟି ସହର । ତାଳଚେର ୪୧.୭ଡିଗ୍ରୀ ସହ ଆଜିର ଉତପ୍ତ ସହର । ସେହିପରି ବଲାଙ୍ଗିରରେ ୪୧.୨,…

ନର୍ସଙ୍କୁ ସଲାମ୍! କରୋନା ପଜିଟିଭ୍ ମହିଳାଙ୍କ ଶିଶୁକୁ ପିଆଇଲେ କ୍ଷୀର

ଛତିଶଗଡର କୋରବା ଜିଲ୍ଲାର କାଟଘୋରା ଏବେ କରୋନାର ହଟସ୍ପଟ ହୋଇ ରହିଛି । ଏଠାରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ମାମଲା ସାମନାକୁ ଆସୁଛି । ଏହି ଅଞ୍ଚଳରେ ଏକ ସମ୍ପୂର୍ଣ୍ଣ ପରିବାର କରୋନରେ ଆକ୍ରାନ୍ତ ହୋଇଛନ୍ତି । ଜଣଙ୍କ…

ଆଜିଠୁ ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେବ ୫୦ଶଯ୍ୟାର କୋଭିଡ଼-୧୯ ହସ୍ପିଟାଲ

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ରଖିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଆଜିଠାରୁ କଳାହାଣ୍ଡି ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେବ ୫୦ଶଯ୍ୟାର କୋଭିଡ଼-୧୯ ହସ୍ପିଟାଲ । ଆଉ…

ପିଟବୁଲ ରିଲିଜ୍ କଲେ ମହାମାରୀ ଉପରେ ନୂଆ ଗୀତ

ଆମେରିକୀୟ ରାପର ପିଟବୁଲନିଜର ନୂଆ ଗୀତ ରିଲିଜ୍ କରିଛନ୍ତି । କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଯେଉ ହଇଚଇ ସୃଷ୍ଟି ହୋଇଛି, ତାହାକୁ ନେଇ ସେ ଏହି ଗୀତ ତିଆରି କରିଛନ୍ତି । ଖାସ୍ କଥା ହେଉଛି ଯେ, ଏହି ଗୀତରୁ ଯାହା ଆୟ…

ମୁଁ କରୋନା..ତୁମ ଘରକୁ ଆସିଛି !

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ନିଜ ଖରାପ ପ୍ରକୃତିରୁ ବିରତ ହେଉନାହାନ୍ତି । ଏପରି ଏକ ମାମଲା ଉତ୍ତପ୍ରଦେଶର ହରଦୋଇରେ ଦେଖିବାକୁ ମିଳିଛି । ହରଦୋଇର ଏକ ଘର ବାହାରେ ଏକ…