ସ୍ୱର୍ଗରୁ ଖସିଛି ଶ୍ରୀକୃଷ୍ଣଙ୍କ ରହସ୍ୟମୟୀ ପଥର! ଆଶ୍ଚର୍ଯ୍ୟ କରିଦେବ ଏହି Mysterious Stones କାହାଣୀ
ନୂଆଦିଲ୍ଲୀ: ପୃଥିବୀ ହେଉଛି ରହସ୍ୟର ଗନ୍ତାଘର । ଏଠାରେ ଏପରି ଅନେକ ରହସ୍ୟମୟୀ ଜିନିଷ ରହିଛି ଯାହା ସମ୍ପର୍କରେ ଆଜି ବି ଖୁଲାସା ହୋଇପାରିନି । ଏସବୁ ବିଷୟରେ ଆମେ କେବଳ ପୋଥି ପୁରାଣରେ ହିଁ ପଢ଼ିଛେ । ବେଳେ ଏହିପରି…