ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍ଲାଇନ୍, ଦିନ ୧୧ଟା ଯାଏ କୋହଳ ହେବ କଟକଣା
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଚଳିତ ମାସ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶନିବାର ଗାଇଡ୍ଲାଇନ୍ ଜାରି କରାଯାଇଛି । ୧୫ ତାରିଖ ରବିବାର ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ…