ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଲକ୍-ଡାଉନ୍ ଉଲ୍ଲଙ୍ଘନ, ଚାକିରିରୁ ବିଦା

କରୋନା ଭାଇରସ୍ ଯୋଗୁଁ ବିଶ୍ୱର ପ୍ରାୟ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ବିଭିନ୍ନ ଦେଶରେ ଯେଉଁମାନେ ଏହାକୁ ଅନୁସରଣ କରୁନାହାନ୍ତି, ସେମାନଙ୍କୁ ଦଣ୍ଡ ଦିଆଯାଉଛି । ସେହିପରି ଲକ୍-ଡାଉନ୍ ମାନି ନଥିବା ନ୍ୟୁଜିଲ୍ୟାଣ୍ଡର…

ମାଗଣାରେ କରୋନା ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୮ା୪: ଦେଶରେ ମାଗଣାରେ କରୋନା ପରୀକ୍ଷା କରାଯିବ । ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଘରୋଇ ଲ୍ୟାବରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ କୁହାଯାଇଛି ।…

ପାରଳା ଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର, ୮ା୪(ଓଡ଼ିଶା ଭାସ୍କର): କରୋନା ଭଳି ଯୁଦ୍ଧକାଳିନ ପରିସ୍ଥିତିରେ ପାରଖେମୁଣ୍ଡିରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ଼ ହସ୍ପିଟାଲ । ଭାରତମାତା ହଷ୍ଟେଲ ପରିସରରେ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଛି । ଏନେଇ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏବଂ ଝିଅ ତିଆରି କରୁଛନ୍ତି ମାସ୍କ..

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଏବଂ ଝିଅ । ଲକ୍ ଡାଉନ୍ ସମୟରେ ଘରେ ତିଆରି କରୁଛନ୍ତି ମାସ୍କ । କିଛିଦିନ ପୂର୍ବରୁ ଘରେ ତିଆରି ମାସ୍କ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ…

ଲକ ଡାଉନ ସମୟରେ ଗରିବ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଲେ ମହିଳା ସବ୍ଇନିସପେକ୍ଟର

ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଜଣେ ଗରିବ ଭୋକିଲା ବୃଦ୍ଧା ଙ୍କୁ ନିଜହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମାଲକାନଗିରି ଥାନାରେ ତାଲିମ…

ହ୍ୱାଟ୍ସଆପର ନୂଆ ପଦକ୍ଷେପ! ଗ୍ରୁପ୍ ଭିଡିଓ କଲିଂରେ ବଡ ପରିବର୍ତ୍ତନ

ହ୍ୱାଟ୍ସଆପରେ ଗୋଟିଏରୁ ଅଧିକ ଜଣକୁ ମେସେଜ୍ ପରୱାଡର ଲିମିଟ୍ ସ୍ଥିର କରିବା ପରେ ଗ୍ରୁପ୍ ଭିଡିଓ କଲିଂରେ ଏକ ପରିବର୍ତ୍ତନ ଘୋଷଣା କରିଛି । ମଙ୍ଗଳବାର ରାତିରେ ଟ୍ୱିଟ୍ କରି ହ୍ୱାଟ୍ସଆପ୍ କହିଛି ଯେ, ହ୍ୱାଟ୍ସଆପରେ ଗ୍ରୁପ…

ସ୍ତ୍ରୀକୁ ହତ୍ୟାକରି ଥାନାରେ ପହଞ୍ଚିଲା ସ୍ୱାମୀ, କହିଲା- ‘ଚରିତ୍ରହୀନ ଥିଲା ବାବୁ’

ଆଜମଗଡ,୮ ।୪: କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଣରେ ଲକ୍-ଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ୟୁପିର ଆଜମଗଡ ଜିଲ୍ଲାର ସରାୟମୀର ପୋଲିସ ଷ୍ଟେସନ ନିକଟସ୍ଥ ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ…

କରେନାକୁ ଜୟ କଲେ ଭାରତର ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ

କରେନା ଉପରେ ବିଜୟ । ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ ମହାମାରୀ କରେନାକୁ ପରାଜିତ କରିଛନ୍ତି । ଭାରତର ଏହି ସର୍ବ ବୟୋଜେଷ୍ଠ ଦମ୍ପତ୍ତି କୁ ନେଇ ଚାରିଆଡେ ଚର୍ଚ୍ଚା । କେରଳର କୋଟ୍ଟା ନିବାସୀ ୯୩ ବର୍ଷୀୟ…

ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ, ୮ା୪(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା…