ଦୀକ୍ଷା ଆପ୍: ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ନଉପୁଜିବା ପାଇଁ ଅନଲାଇନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ ।…

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ମିଳିଛି । ସେହି ଅଫିସକୁ ୧୪ଦିନ ପାଇଁ ସିଲ୍ କରାଯାଇଛି । ଏହାସହ ସେଠାରେ କାର୍ଯ୍ୟ କରୁଥିବା…

ଡବଲ୍ ରେଟରେ ମିଳୁଛି ମଦ,ସିଗରେଟ୍,ଗୁଟଖା: ଏବେ ତାଡି ,ବିଡି ଭରସା

କରେନା ପାଇଁ ସାରା ରାଜ୍ୟରେ ଲକ୍ ଉାଡନ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ଦୋକାନ ବନ୍ଦ । ଗତ ୨୩ ମାର୍ଚ୍ଚ ପରଠାରୁ ରାଜ୍ୟର ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ସିଲ୍ ।ସେହିପରି ପାନ…

ଭାରତକୁ ଆମେରିକାର ଧମକ୍

ନୂଆଦିଲ୍ଲୀ, ୭ା୪: କରୋନା ନେଇ ଚାରିଆଡ଼େ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଭାରତକୁ ଆମେରିକାର…

ଭାରତରେ ୧୧୪ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୭ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ଏହାସହ…

ରାଶିଫଳ (ମଙ୍ଗଳବାର, ଏପ୍ରିଲ ୦୭/୨୦୨୦ )

ମେଷ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ । ବୃଷ - ଶୁଭଚନ୍ଦ୍ର ପ୍ରଭାବରେ ପରିବହନ…

କେନ୍ଦ୍ରାପଡାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

କେନ୍ଦ୍ରାପଡା,୬ ।୪(ଓଡିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡାର ୩୨ ବର୍ଷୀୟ ବୟସ ଯୁବକଙ୍କ ନମୁନାରେ…

ରବି ଧାନ କିଣା ପାଇଁ ବଢ଼ିଲା କୃଷକ ପଞ୍ଜୀକରଣ ଅବଧି

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ରବି ଧାନ କିଣା ପାଇଁ କୃଷକ ପଞ୍ଜୀକରଣ ଅବଧି ବଢ଼ିଛି । ଏପ୍ରିଲ ୭ରୁ ୧୪କୁ ପଞ୍ଜୀକରଣ ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଲକ୍ ଡାଉନ ଦୃଷ୍ଟିରୁ ଯୋଗାଣ ଓ ସମବାୟ ମନ୍ତ୍ରୀ ଏହିପରି…