ଇଂଲଣ୍ଡ ଗସ୍ତ କରିବେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ, ସିନିୟର ଦଳରେ ମିଳିଲା ସୁଯୋଗ
ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଇଂଲଣ୍ଡ ବହୁ ପ୍ରତିକ୍ଷୀତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହା ପୂର୍ବରୁ ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଦଳରୁ ବାହାରିଛନ୍ତି ଓ୍ଵାଶିଂଟନ…