ନିର୍ଭୟା ମାମଲା, କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୭ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆଜିଥିଲା । କିନ୍ତୁ ଆଜି ପରିବର୍ତ୍ତେ ସୋମବାର ଦିନ…

୯ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ…

ଓଡ଼ିଶା ଇତିହାସରେ ପ୍ରଥମଥର ବଡ଼ ଧରଣର ମାଓ ଅପରେସନ

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ଓଡ଼ିଶା ଇତିହାସରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ମାଲକାନଗିରିରେ ମାଓ ଅପରେସନ ହେବା ସାଙ୍ଗକୁ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ…

ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି । ବୈଠକରେ ୨୦୨୦-୨୧ ବର୍ଷର…

ଖଣ୍ଡଗିରି ଯାତ୍ରା: ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନାର ବିରୋଧ

ଖଣ୍ଡଗିରି,୭ ।୨(ଓଡିଶା ଭାସ୍କର): ମାଘ ସପ୍ତମୀ ବା ଫେବ୍ରୁଆରି ୧ରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଅନ୍ୟପଟେ ଖଣ୍ଡଗିରି ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଛି କଳିଙ୍ଗ ସେନା । ଏନେଇ…

ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ କାହିଁକି ଲାଗିଲା PSA ?

ଶ୍ରୀନଗର,୭ ।୨: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ ଜନ ସୁରକ୍ଷା ଅଧିନିୟମ ବା ପିଏସଏ ଲାଗୁ କରିଛନ୍ତି ରାଜ୍ୟ ପ୍ରଶାସନ । ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି ।…

ସ୍ମିତାରାଣୀ ମାମଲା: ଭଙ୍ଗାଯିବ ରଙ୍ଗଶାଳା

ଯାଜପୁର,୭ ।୨(ଓଡିଶା ଭାସ୍କର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଆଜି ଭଙ୍ଗାଯିବ ବିବାଦୀୟ ରଙ୍ଗଶାଳା । ସରକାରୀ ଜମିରେ ରଙ୍ଗଶାଳା ଥିବାର ଏହାକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ…

୯ ଯାଏଁ ବର୍ଷିବ, ୧୦ରୁ ବଢିବ ଶୀତ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ୧୩ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ, ଉତ୍ତର ସହ…