ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମଠମାନଙ୍କର ଭୂମିକା କ’ଣ, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବି ଜୀବିତ ରହିଛି ।…

ରେକର୍ଡ ସ୍ତରରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା, ଆଜି ୬୧ ଜଣ ଟଳିଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଚାରିଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ପୁଣି ଥାନାକୁ ଗଲେ ଅନୁଭବ, ଅଜଣା ଅଚିହ୍ନା ଲୋକ ଘରେ ପଶୁଥିବା ନେଇ କଲେ ଅଭିଯୋଗ

କଟକ (ଓଡ଼ିଶା ଭାସ୍କର): ପୁଣି ଥାନାକୁ ଗଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଘରେ…

ଆଜିଠୁ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ଲାଗି ହେବ ମହାପ୍ରସାଦ

ପୁରୀ (ଓଡ଼ିଶା ଭାସ୍କର): ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଉପଚାର ପରେ ଜ୍ୱରରୁ ସୁସ୍ଥ ହୋଇଛନ୍ତି । ମହାପ୍ରଭୁଙ୍କ ନବଯୌବନ ପ୍ରାପ୍ତିରେ ଆନେକ ବିରଳ ଉପଚାର ହୋଇଛି । ଗତକାଲି ରାତିରେ ଶ୍ରୀଅଙ୍ଗରେ ଖଡି ଲାଗି…

ଅଗଷ୍ଟ ସୁଦ୍ଧା ଆସିବ ଫାଇଜର ଓ ମଡର୍ଣ୍ଣା ଟିକାର ୩ରୁ ୪ ମିଲିୟନ୍‌ ଡୋଜ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶ୍‌ ଗୁରତ୍ୱାରୋପ କରିଛନ୍ତି । କୋଭିଡ୍‌-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ…

ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼, ଲୋକଙ୍କ ଠେଲାପେଲାରେ ତଳେ ପଡି ବୃଦ୍ଧ ମହିଳାଙ୍କ ଭାଙ୍ଗିଲା ପିଞ୍ଜରା ହାଡ଼

ଗଞ୍ଜାମ (ଓଡ଼ିଶା ଭାସ୍କର) : ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ଗତ ସୋମବାର ଠାରୁ ପୁଣି ଥରେ ଜିଲ୍ଲାର ବିଭିନ୍ନ ସହର ଓ ପୁରପଲ୍ଲୀରେ କରୋନା ପ୍ରତିଶେଧକ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ…

୧୧ରେ ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ଏବଂ ଉତ୍ତର-ଆନ୍ଧ୍ର- ଦକ୍ଷିଣ ଓଡିଶା ଉପକୂଳ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ରାଶିଫଳ (ଶୁକ୍ରବାର ,୦୯ ଜୁଲାଇ ,୨୦୨୧)

ମେଷ: ଅଂଶୀଦାର ବ୍ୟବସାୟରେ ଲାଭବାନ ହେବେ ନାହିଁ ମାତ୍ର ଜାଗାବାଡି ଏବଂ ଗୃହ ନିର୍ମାଣ ବ୍ୟବସାୟରେ ଲାଭ ହେବ । ଦୂରଯାତ୍ରା ସଫଳ ରହିବ । ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ । ମନ ଉଗ୍ରସ୍ୱଭାବ ଭରା ରହିବ…

ଶପଥପାଠ ପରେ ହ୍ୟାକ୍ ହୋଇଥିଲା ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ; ଜାଣନ୍ତୁ କଣ ହୋଇଥିଲା ପୋଷ୍ଟ

ନୂଆଦିଲ୍ଲୀ : ବିଜେପି ସରକାରର କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଥିଲା । ଗୁରୁବାର ଶପଥ ପାଠ ଉତ୍ସବ ପରେ ପରେ…

୫ ଓଏଏସଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଓଏଏସଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ପ୍ରଶାସନିକ ଓ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ୍ ଏ ରେ ରହିଥିବା ଓଏଏସ…