ଲିଙ୍ଗରାଜରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ବିଡିଏ, ବିଏମସି ଓ ପୋଲିସର ଉପସ୍ଥିତିରେ…

ଫାଶୀରେ ଝୁଲିବେ ‘ନିର୍ଭୟା’ ସଇତାନ ! ଖୋଜା ଚାଲିଛି ଜହ୍ଲାଦ

ନୂଆଦିଲ୍ଲୀ,୯ ।୧୨: ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନ୍ୟାୟ ପାଇପାରନ୍ତି ‘ନିର୍ଭୟା’ । ଖୁବଶୀଘ୍ର ଫାଶୀ ପାଇପାରନ୍ତି ‘ନିର୍ଭୟା’ ଗଣଦୁଷ୍କର୍ମର ୪ ସଇତାନ । ଏନେଇ ଜହ୍ଲାଦ ଖୋଜୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଅନ୍ୟ…

କର୍ଣ୍ଣାଟକରେ ବିଜେପି ଆଗୁଆ

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ବିଜେପିର ୟେଦୁୟରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେଦ୍ଦର ବିଜୟୀ…

ପୁରୀ ମଙ୍ଗୁ ମଠରେ ଉଚ୍ଛେଦ ଆରମ୍ଭ

ପୁରୀ,୯ ।୧୨(ଓଡିଶା ଭାସ୍କର): ପୁରୀ ଜିଲ୍ଲାର ମଙ୍ଗୁ ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ…

ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କେଭି-୩ ପ୍ରିନ୍ସିପାଲଙ୍କୁ ଅଟକ ରଖିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ -୩ର ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇଥିଲେ । ବର୍ତ୍ତମାନ ସ୍କୁଲ ଗେଟରେ ତାଲା ପକେଇ ପ୍ରିନ୍ସିପାଲଙ୍କୁ ଅଟକ ରଖିଛନ୍ତି ଛାତ୍ରଛାତ୍ରୀ ।…

ଦିଲ୍ଲୀ ଅଗ୍ନିକାଣ୍ଡ, କୋଠା ମାଲିକ ଗିରଫ

ନୂଆଦିଲ୍ଲୀ, ୮ା୧୨: ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼୍ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗି ସେଠାରେ ୪୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ କୋଠାର ମାଲିକ…

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୮ା୧୨(ଓଡ଼ିଶା ଭାସ୍କର): ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ତାଙ୍କୁ ବିମାନବନ୍ଦରରେ…

ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା, ଚତୁର୍ଥ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର, ୮ା୧୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ସ୍ଥିତ ରାଇରଙ୍ଗପୁରରେ କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ସେ ପୂର୍ବରୁ ତାଙ୍କ ସମ୍ପର୍କୀୟ କେହି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ।…

ତ୍ୱଚାକୁ ସୁନ୍ଦର ରଖିବାକୁ ହେଲେ , କରନ୍ତୁ ଏହି ଘରୋଇ ହର୍ବାଲ ଉପଚାର

ତ୍ୱଚାରେ ଚମକ ଆଣିବା ତଥା ତ୍ୱଚା ସମ୍ପର୍କୀୟ ସମସ୍ୟା ଦୂରେଇ ଦେବା ନିମନ୍ତେ ସବୁଠୁ ସୁରକ୍ଷିତ ତଥା ବିଶ୍ୱସନୀୟ ଉପଚାର ହେଲା ହର୍ବାଲ୍ ଉପଚାର । ହର୍ବାଲ୍ ଜିନିଷଗୁଡ଼ିକ ମୁଖ୍ୟତଃ ସହଜରେ ଘରେ ହାତ ପାହାନ୍ତାରେ…

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼, ୮ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ୩୧ରୁ ଜାନୁଆରି ୧୦ ଯାଏ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ।ଏହା ୭୧ତମ ଧନୁଯାତ୍ରା ମହୋତ୍ସବ । ଆସନ୍ତାକାଲି ଦିନ ୨ଟା ୩୦ରୁ ୫ଟା ୩୦ମିନିଟ ମଧ୍ୟରେ ଏହାର…