Breaking News ବ୍ରାଜିଲ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଟିକା ଚୁକ୍ତିକୁ ନେଇ ଘନେଇଲା ବିବାଦ Manas Pradhan Jul 6, 2021 ନୂଆଦିଲ୍ଲୀ: କୋଭାକ୍ସିନ୍ ଟିକା ଚୁକ୍ତିକୁ ନେଇ ଭାରତ ବାୟୋଟେକ୍ ଓ ବ୍ରାଜିଲ୍ ମଧ୍ୟରେ ବିବାଦ ବଢ଼ିଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଟିକା ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଦେଶର…
Breaking News ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହୋଇପାରିବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ Odisha Bhaskar Bureau Jul 6, 2021 ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି…
Breaking News ‘ପ୍ରେମ ଥିଲା, କିନ୍ତୁ ପ୍ରିୟଦର୍ଶିନୀ ସହ ତିକ୍ତତା କାହିଁକି ହେଲା ଜାଣିନି’… କହିଲେ ଜଗନ୍ନାଥଙ୍କ ମା’ Odisha Bhaskar Bureau Jul 6, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରିୟଦର୍ଶିନୀ ଓ ଜଗନ୍ନାଥଙ୍କ ମଧ୍ୟରେ ରହିଥିଲା ପ୍ରେମ । ତେବେ ପ୍ରିୟଦର୍ଶିନୀଙ୍କ ବିବାହ ପରେ ସେଥିରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । କିନ୍ତୁ ଗତବର୍ଷ ଲକଡାଉନ୍ ସମୟରୁ ପୁଣି ଆରମ୍ଭ…
Breaking News ଅଭିଯୁକ୍ତ ହେପାଜତରୁ ଖସିବାକୁ ଚେଷ୍ଟା କରୁଥିଲେ ତାକୁ ଏନକାଉଣ୍ଟରରେ ମାରିବା ଉଚିତ୍: ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା Odisha Bhaskar Bureau Jul 6, 2021 ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଭାର ସମ୍ଭାଳିବା ପରେ ହୋଇଥିବା କିଛି ଏନକାଉଣ୍ଟରକୁ ଯଥାର୍ଥ ବୋଲି ସୂଚାଇ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧି ଯଦି ଖସିଯିବାକୁ ଚେଷ୍ଟା…
Breaking News ଜୁଲାଇ ୮ ପର୍ଯ୍ୟନ୍ତ ସ୍ଥଗିତ ହେଲା ପିଏମଓର ସମସ୍ତ ବୈଠକ, ୨ ଦିନ ଭିତରେ ହୋଇପାରେ କ୍ୟାବିନେଟ୍ ବିସ୍ତାର Odisha Bhaskar Bureau Jul 6, 2021 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ପ୍ରକ୍ରିୟା ତୀବ୍ର ହୋଇଯାଇଛି । ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ସୁତ୍ରରୁ ପ୍ରକାଶ ପାଇଛି ।…
Breaking News ଗ୍ରାମ ମୁଖିଆ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶାଶୂଘରେ ପହଞ୍ଚିଲେ କନ୍ୟା Manas Pradhan Jul 6, 2021 ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ କନ୍ୟା ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହେବା ପରେ ନିଜ ଶାଶୂଘରକୁ ହେଲିକପ୍ଟରରେ ଯାତ୍ରା କରିବା ଖବରଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।…
Breaking News ରାଜ୍ୟରେ କରୋନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଆଜି ୨୪୮୭ ପଜିଟିଭ୍ ଚିହ୍ନଟ Manas Pradhan Jul 6, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…
Breaking News ଓଡ଼ିଶାରେ ପରିବର୍ତ୍ତନ ହେବ ମନ୍ତ୍ରିମଣ୍ଡଳ! Manas Pradhan Jul 6, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ପରିବର୍ତ୍ତନକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ…
Breaking News କରୋନା ମୃତ୍ୟୁ ହାଫ୍ ସେଞ୍ଚୁରୀ ମାରିଲା, ଆଜି ପୁଣି ରାଜ୍ୟରେ ୫୧ ଜଣଙ୍କ ମୃତ୍ୟୁ Manas Pradhan Jul 6, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ଆଜି ପୁଣି ହାଫ୍ ସେଞ୍ଚୁରୀ ମାରିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି ।…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦ ଲକ୍ଷ ଟପିଲା Manas Pradhan Jul 6, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୫୨୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୯ ଲକ୍ଷ ୨୩ ହଜାର…