ମହାନଦୀ ପଠାରେ ପହଞ୍ଚିଲେ ଏନଜିଟି ଟିମ୍

କଟକ,  ୭ା୪ (ଓଡିଶା ଭାସ୍କର) : କଟକ ମହାନଦୀ ହାଡିଆପଠାକୁ ବାଲିରେ ପୋତିବା ପ୍ରସଙ୍ଗରେ ମହାନଦୀ ପଠାରେ ପହଞ୍ଚିଲେ ଏନଜିଟି ଟିମ୍ । ଏନଜିଟିର ପୁରା ଟିମ୍ ସେଠାରେ ପହଞ୍ଚି ପୋତିଥିବା ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି ।…

କରୋନା ଟୀକା ଦେବାରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ ୭ା୪ (ଓଡିଶା ଭାସ୍କର): ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ସରକାର କରୋନା ଟୀକାକରଣ ପ୍ରକ୍ରିୟା ମଧ୍ୟ ବଢାଇ ଦେଇଛନ୍ତି । ସରକାରୀ ଆକଳନ ଅନୁସାରେ ଏବେଯାଏ ୮ କୋଟି ୭୦…

ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପେନସନ୍ ଅଦାଲତ

ଭୁବନେଶ୍ୱର,  ୭ା୪ (ଓଡିଶା ଭାସ୍କର): ଏଣିକି ପେନସନ୍ ପାଇନଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ପେନସନ୍ ଅଦାଲତ । ଯେଉଁମାନେ ପେନସନ୍ ପାଇଁ କରିବାପାଇଁ ଚାହୁଁଛନ୍ତି ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ…

ଭିଭୋର ବ୍ରାଣ୍ଡ ଆମ୍ବାସଡର ହେଲେ ବିରାଟ କୋହଲି

ସ୍ମାର୍ଟଫୋନ ନିର୍ମାତା କଂପାନୀ ଭିଭୋ ଏହାର ବ୍ରାଣ୍ଡ ଆମ୍ବାସଡର ଭାବେ ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲିଙ୍କୁ ନିଯୁକ୍ତ କରିଛି । ସୂଚନାଥାଉକି ଏବର୍ଷ ହେବାକୁଥିବା ଆଇପିଏଲର ପ୍ରଯୋଜକ ମଧ୍ୟ ରହିଛି ଭିଭୋ ।…

ସିଲ୍ ହେଲା ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍

ଭୁବନେଶ୍ୱର,  ୭ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ସଚେତନତା ରକ୍ଷା କରୁନାହାନ୍ତି । ଯଦ୍ୱାରା ସଂକ୍ରମଣର ମାତ୍ରା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ…

ଆଜି ରାତି ୯ଟାରୁ ପଞ୍ଜାବରେ ଲାଗୁ ହେବ ନାଇଟ୍ ର୍କଫ୍ୟୁ

ପଞ୍ଜାବ ୭ା୪ (ଓଡିଶା ଭାସ୍କର): ଆଜିଠୁ ସମଗ୍ର ପଞ୍ଜାବରେ ଲାଗୁ ହେଲା ନାଇଟ୍ ର୍କଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍ ର୍କଫ୍ୟୁ ।ଏହି ର୍କଫ୍ୟୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବା…

୭ ବର୍ଷୀୟ ବାଳକର ସାହସିକତା: ପୋଖରୀରେ ବୁଡ଼ି ଯାଉଥିବା ବେଳେ ବଞ୍ଚାଇଲା ବୃଦ୍ଧଙ୍କ ଜୀବନ

ରଘୁନାଥପୁର, ୭ା୪ (ଓଡିଶା ଭାସ୍କର): ଗୋଟିଏ ୭ ବର୍ଷର ବାଳକର ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ବୃଦ୍ଧଙ୍କର ଜୀବନ ବଞ୍ଚି ଯାଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଏହି ଘଟଣାଟି ଘଟିଛି । ଜଣେ ୭୫ ବର୍ଷୀୟ ବୃଦ୍ଧ…

ପିପିଲି ଉପନିର୍ବାଚନ : ଆସନ୍ତା ୧୩ ରୁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ଧର୍ମେନ୍ଦ୍ର…

ସିଆରପିଏଫ୍ ଯବାନ ମାନେ ମତଦାତାମାନଙ୍କୁ ଅମିତ୍ ଶାହଙ୍କ ଇସାରାରେ ହଇରାଣ କରୁଛନ୍ତି : ମମତା ବାନାର୍ଜୀ

ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନ ରାଜନୈତିକ ମାହୋଲ ଜାରି ରହିଛି । ସେଠାରେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଫଳାଫଳର ଦିନ ଯେତେ ଯେତେ ପାଖକୁ ଆସୁଛି ବିଜେପି ଏବଂ ଟିଏମସି…