fbpx

ଉତ୍କଳ ଦିବସରେ ଦେଶାତ୍ମବୋଧକ ଗୀତର ଶୁଭମୁକ୍ତି

Advertisement

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର): ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିଛି ସଙ୍ଗୀତ-‘ମାଟି ଓଡିଆ, ଜାତି ଓଡିଶା ।’ ରାଜଭବନରେ ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଭିସି ଜରିଆରେ ସଙ୍ଗୀତର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟା ବିଶ୍ୱାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ୧୪ ଗାୟକ ଓ ଗାୟିକା । ରାଜ୍ୟପାଳ ଏଥିରେ କଣ୍ଠଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି । ଓଡିଶାର ଲୋକକଳା, ସଂସ୍କୃତି ପରିଚୟକୁ ସଙ୍ଗୀତରେ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.