fbpx

ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଲା ପେଗାସସ୍ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର ଶୁଣାଣିକୁ କୋର୍ଟ ଅଗଷ୍ଟ ୧୦କୁ ଘୁଞ୍ଚାଇ ଦେଇଛନ୍ତି । ସେପଟେ ସଂସଦରେ ପେଗାସସ୍ ମାମଲାକୁ ବିରୋଧୀ ଜୋରଦାର ହଙ୍ଗାମା ଚଳାଇଛନ୍ତି ।

Get real time updates directly on you device, subscribe now.