fbpx

Big Breaking: ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ତାରିଖ ବର୍ତ୍ତମାନ ଘୋଷଣା କରାଯାଇଛି । ଫେବୃଆରୀ ୨୭ ତାରିଖକୁ ରାଜ୍ୟସଭା ନିର୍ବାଚନ ପାଇଁ ଚୟନ କରାଯାଇଛି । ଓଡ଼ିଶାର ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ ।

ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ୨୭ ଫେବୃଆରୀରେ ୫୬ଟି ଆସନ ପାଇଁ ନିର୍ବାଚନ ହେବ । ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ । ଫେବୃଆରୀ ୮ ତାରିଖରେ ଜାରି ହେବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ୧୫ ଫେବୃଆରୀ ରହିଛି । ଏହି ତାରିଖକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.