ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କନସଲଣ୍ଟାଣ୍ଟ, ସିନିୟର ମେଡିକାଲ ଅଫିସର, ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ୧୪ ଅକ୍ଟୋବର ୨୦୨୨ ରହିଛି ।
ଏହି ସବୁ ପୋଷ୍ଟରେ ଆବେଦନ କରିପାରିବେ:
କନସଲଣ୍ଟାଣ୍ଟ(ଇ-୩) ଏବଂ ସିନିୟର ମେଡିକାଲ ଅଫିସର(ଇ-୨):୧୦ ପୋଷ୍ଟ
ଆନାସ୍ଥେସିଆ (କ୍ରିଟିକାଲ କେୟାର)-୨
ଡେଣ୍ଟାଲ-୧
ଡର୍ମାଟୋଲୋଜୀ-୧
ଜେନେରାଲ ସର୍ଜରୀ-୧
ଓ ଆଣ୍ଡ୍ ଜି-୧
ପାଥୋଲୋଜୀ-୧
ସାଇକାଏଟ୍ରି-୧
ରେଡିଓଲୋଜୀ-୧
ପଲମୋନାରୀ ମେଡିସିନ-୧
ମେଡିକାଲ ଅଫିସର(ଇ-୧): ୫ ପୋଷ୍ଟ
ଯୋଗ୍ୟତା ଏବଂ ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।
ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଆପଣଙ୍କୁ ସ୍ପିଡ ପୋଷ୍ଟ କିମ୍ବା ପଞ୍ଜିକୃତ ପୋଷ୍ଟ ମାଧ୍ୟମରେ ଆପଣଙ୍କ ସଂପୂର୍ଣ୍ଣ ବିବରଣୀ ପଠାଇବାକୁ ହେବ ।