fbpx

ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ, ଚାକିରି ନାଁରେ ଠକେଇ ଅଭିଯୋଗ

ମାଲକାନଗିରି: ଚାକିରି ନାଁରେ ଠକେଇ ଅଭିଯୋଗରେ ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଗିରଫ କରାଯାଇଛି । ସେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଲୋକଙ୍କୁ ଠକୁ ଥିଲେ । ମାଥିଲି ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଏହି ମାମଲାରେ ପୂର୍ବରୁ ରମେଶ ଚନ୍ଦ୍ର ରାଉତଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.