fbpx

(Video) ଦେଖୁ ଦେଖୁ ନଦୀରେ ମିଶିଗଲା ଘର, କ୍ୟାମେରାରେ କଏଦ ହେଲା ଭିଡିଓ…

Advertisement

ଉତ୍ତରଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ହୋଇଛି । ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବର୍ଷାପରେ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପୁଜିଛି । ଧାରଚୁଲାରେ ପ୍ରବଳ ବର୍ଷା ଯୋଗୁଁ କାଳୀ ନଦୀର ପ୍ରବାହ ବଢ଼ିଛି । ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୩୭ ଘର ଧ୍ୱଂସ ହୋଇଛି ।

ଏହାରି ମଧ୍ୟରେ କାଳୀ ନଦୀରେ ବନ୍ୟା ଆସିବା ପରେ ଏକ ଘର ଭାଙ୍ଗିଯିବାର ଦୃଶ୍ୟ ସାମ୍ନାକୁ ଆସିଛି । ଘର ଧ୍ୱଂସ ହେବାର ସଂପୂର୍ଣ୍ଣ ଚିତ୍ର କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଦେଖାଯାଉଛି । ପ୍ରବଳ ବର୍ଷା ଯୋଗୁଁ ନଦରୀ ବନ୍ୟା ସ୍ଥିତି ଉପୁଜିଛି । ଆଉ ନଦୀରେ ସୁଅ ଏତେ ଅଧିକ ଯେ ତାସ୍ ପରି ଖସି ନଦୀ ପାଣିରେ ମିଶିଯାଉଛି ଘର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.