fbpx

ସାମାନ୍ୟ ବଚସାରୁ ବାପା-ମାଆଙ୍କୁ ହାଣିଦେଲା ପୁଅ, ମାଆ ଗୁରୁତର

କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଏଥିସହ ମାଆ ଗୁରୁତର ଅଛନ୍ତି । ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଏହି ବୀଭତ୍ସ କାଣ୍ଡ ଘଟିଛି । ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ହାଣି ପକାଇଲା ପୁଅ । ଗୁରୁତର ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପୁଅକୁ ଥାନାରେ ଅଟକାଯାଇଛି ।

Get real time updates directly on you device, subscribe now.