fbpx
BSKY SKY
BSKY SKY
Browsing Tag

bcci

IPL 2022 : ବିସିସିଆଇକୁ ଦୁଇଟି ଦଳରୁ ମିଳିପାରେ ୫ ହଜାର କୋଟି ଟଙ୍କା, ଆଗାମୀ ସିଜିନରେ ଖେଳାଯିବ ୭୪ ମ୍ୟାଚ୍

ନୂଆଦିଲ୍ଲୀ : ବିସିସିଆଇ ଘରୋଇ ଟି-୨୦ ଲିଗ୍ ଆଇପିଏଲକୁ ନେଇ ବଡ ପ୍ରସ୍ତୁତି କରୁଛି । ଆଗାମୀ ସଂସ୍କରଣରୁ ଅ।ଇପିଏଲରେ ୮ ବଦଳରେ ୧୦ ଦଳ ମଇଦାନକୁ ଓହ୍ଲାଇବେ । ବୋର୍ଡ ଗୋଟିଏ ଦଳର ମୂଳ ଦର ପ୍ରାୟ ୨ ହଜାର କୋଟି ଟଙ୍କା…

ଦ୍ରାବିଡ କି କୁମ୍ବଲେ ନୁହନ୍ତି ଏହି ଖେଳାଳି ହେଉଛନ୍ତି ସବୁଠୁ ଶିକ୍ଷିତ କ୍ରିକେଟର

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଥିବା ଖେଳାଳି ମାନଙ୍କୁ ଅଧିକ ପାଠ ପଢିବାର ସୁଯୋଗ ମିଳିନଥାଏ । ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଖେଳାଳି ସ୍ନାତକ ଡିଗ୍ରୀ ମଧ୍ୟ ହାସଲ…

ପଦକ ବିଜେତାଙ୍କ ପାଇଁ BCCIର ପୁରସ୍କାର; ନୀରଜଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡୁ (ବିସିସିଆଇ) । ଚଳିତ ଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ୟକ ୭ଟି ପଦକ ହାସଲ କରିଛି ।…

କରୋନାକୁ ନେଇ କଠୋର ବିସିସିଆଇ, ଦୁଇ ଟିକା ନେଇଥିବା ଖେଳାଳି  ହିଁ ୟୁଏଇ ଯାଇ ପାରିବେ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ  ହେବ। ମେ ୪ରେ କରୋନା କେସ୍ ସାମ୍ନାକୁ ଆସିବା ପରେ ବିଶ୍ଵର ସବୁଠୁ ବଡ ଟି-୨୦ ଲିଗକୁ ସ୍ଥଗିତ ରଖିବାକୁ ପଡିଥିଲା। ଲିଗରେ ୬୦ରୁ ୨୯ ମ୍ୟାଚ୍…

ଆଇସୋଲେସନରେ ଟିମ୍ ଇଣ୍ଡିଆ ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରହିଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବାର ଠିକ୍ ପୂର୍ବରୁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା…

ଭାରତର ବିଜୟ ପରେ ରାହୁଲ ଦ୍ରାବିଡ ଦେଲେ ଦମଦାର ସ୍ପିଚ୍, ବିସିସିଆଇ ସେୟାର କଲା ଭିଡିଓ

ନୂଆଦିଲ୍ଲୀ : ଭାରତ ମଙ୍ଗଳବାର ଦ୍ଵିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ରୋମାଞ୍ଚକର ମୁକାବିଲାରେ ତିନି ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ଦୀପକ ଚହର…

ଆସନ୍ତା ଦୁଇ ବର୍ଷ ପାଇଁ ଭାରତୀୟ ଦଳର କାର୍ଯ୍ୟସୂଚୀ; ସମୁଦାୟ ୬ ସିରିଜ ଖେଳିବ ବିରାଟ ବାହିନୀ

ଦୁବାଇ: ଆଇସିସି ପକ୍ଷରୁ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରାଯାଇଥିବା ବେଳେ ଆସନ୍ତା ଦୁଇ ବର୍ଷ ପାଇଁ ଭାରତର କ୍ରୀଡା ସୂଚୀ ମଧ୍ୟ ପ୍ରକାଶ କରିଛି । ୨୦୨୧-୨୩ ମଧ୍ୟରେ…

ଆଇପିଏଲର ନିଲାମର ତାରିଖ ସ୍ଥିର, ସାମିଲ ହେବେ ୨ ନୂଆ ଟିମ୍, ଏତିକି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲରେ ଆହୁରି ମଜା ଜମିବ। ଦଳ ସଂଖ୍ୟା ବଢିବ ଏବଂ ଦର୍ଶକଙ୍କୁ କ୍ରିକେଟର ରୋମାଞ୍ଚ ଆହୁରି ଦେଖିବାକୁ ମିଳିବ। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଦୁଇ ନୂତନ…

ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ

ଓର୍ସେଷ୍ଟର: ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ଆଉ ଏକ ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ…

ବିସିସିଆଇର ବଡ ଘୋଷଣା: ଫେରିଲା ରଣଜୀ ଟ୍ରଫି

ମୁମ୍ବାଇ: ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବଡ ଘୋଷଣା କରାଯାଇଛି । ୨୦୨୧-୨୨ ପାଇଁ ଘରୋଇ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ ହୋଇଥିବା ବେଳୋ ରଣଜୀ ଟ୍ରଫି ପ୍ର୍ରତ୍ୟାବର୍ତ୍ତନ କରିଛି ।…