Browsing Tag

#India

ହୋଲିରେ ଲିଭିଗଲା ଜୀବନ ରଙ୍ଗ: ଚିରନିଦ୍ରାରେ ଶୋଇଗଲେ ୪୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରଙ୍ଗର ପର୍ବ ହୋଲି ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ଏନେଇ ଆସିଛି ଏକାଧିକ ଅଶୁଭ ଖବର । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମତେ ୭ଟି ରାଜ୍ୟରେ ଘଟିଯାଇଛି ବଡ଼ଧରଣର…

କିଏ ଏହି ବିଜୟପ୍ରିୟା ନିତ୍ୟାନନ୍ଦ ? ମିଳିତ ଜାତିସଂଘରେ ଭାରତ ନାଁରେ ଆଣିଛନ୍ତି ଅଭିଯୋଗ..

ନୂଆଦିଲ୍ଲୀ : ଭାରତର ସାଧୁ ସନ୍ୟାସୀ ଭଳି ବେଶଭୂଷା, ମୁଣ୍ଡରେ ଭାରୀ କେଶ, କପାଳରେ ଟିକା, ବେକରେ ରୁଦ୍ର ମାଳ ଏବଂ ଗେରୁଆ ବସ୍ତ୍ର । ମିଳିତ ଜାତିସଂଘର ଜେନେଭା କାର‌୍ୟ୍ୟାଳୟରେ ଏମିତି ଜଣେ ମହିଳା ସାଧ୍‌ବୀଙ୍କୁ…

IIT Kanpur ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଭାରତରେ ଆସିପାରେ ତୁର୍କୀ-ସିରିଆ ଭରି ଭୟଙ୍କର ଭୂକମ୍ପ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାମଧ୍ୟରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଥିବା ବେଳେ ହଜାର ହଜାର ହଜାର ଘରଦ୍ୱାରା…

କେଉଁ ଆସନ ଚାହୁଁଛନ୍ତି କେସିଆର? ବିରୋଧୀଙ୍କ ବଳରେ ବଳିୟାନ ହେବାକୁ କରୁଛନ୍ତି ପ୍ରୟାସ

ଭୁବନେଶ୍ୱର:ନିର୍ବାଚନରେ ବିଜୟ ହେବା, ଆସନ ହାତେଇବା ଏହା ହେଉଛି ସମସ୍ତଙ୍କର ଆଶା । କିଛି ନେତା ବଳ ସାମର୍ଥ ଏକଜୁଟ କରି ଲଢ଼ିବାରେ ବିଶ୍ୱାସ କରନ୍ତି ଆଉ କିଛି ଏକାକି ଲଢ଼ନ୍ତି । କେନ୍ଦ୍ରରେ ଏବେ ଏନଡିଏ ସରକାରର ରହିଛି ।…

ବିଜେପି ଫୋକସରେ ୯ରାଜ୍ୟ, ଗୋଟିଏ ବି ଆସନରେ ନିର୍ବାଚନରେ ହାରିବୁ ନାହିଁ ବୋଲି କହିଲେ ଜେପି ନଡ୍ଡା

ନୂଆଦିଲ୍ଲୀ :ସୋମବାର ରୁ ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା , ଗୃହମନ୍ତ୍ରୀ…

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ! ସର୍ଭେ ଓ ବିଶେଷଜ୍ଞଙ୍କ ରିପୋର୍ଟ କ’ଣ କହୁଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । କୋଭିଡ ଟିକାକରଣ, ଆତଙ୍କବାଦର ବିଲୋପ ସହିତ ଶାନ୍ତିର ବାର୍ତ୍ତା ପ୍ରଦାନ କ୍ଷେତ୍ରରେ ବିଶ୍ୱର ମହାଶକ୍ତିମାନେ ଭାରତର ସହଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି…

ଭାରତରେ ଖୋଲିବ ପ୍ରଥମ Apple Store! ଦେଶବାସୀଙ୍କୁ କ’ଣ ଫାଇଦା ମିଳିବ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଭାରତରେ ପ୍ରଥମ ଆପଲ ଷ୍ଟୋର ଖୋଲିବାକୁ ଯାଇଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ କମ୍ପାନୀ ଭାରତରେ ଦୁଇଟି ଷ୍ଟୋର…

ଭାରତରେ ବିଦେଶୀ ଟପ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ବିରୋଧ କାହିଁକି: ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର କ’ଣ ଲାଭ ହେବ ଆଉ କ’ଣ…

ନୂଆଦିଲ୍ଲୀ: ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୬୭ଟି ଦେଶର ରାଜଦୂତ ଓ ଶୀର୍ଷ…

ଭାରତ ପାଖରେ ଅଛି ୧୭ଟି ଘାତକ ବ୍ରହ୍ମାସ୍ତ୍ର: ଗୋଟିଏ ଇସାରାରେ ରଚିବେ ଧ୍ୱଂସର ତାଣ୍ଡବଲୀଳା, ଚୀନ-ପାକିସ୍ତାନର ହଜିଯିବ ନିଦ

ନୂଆଦିଲ୍ଲୀ: ଭାରତ ସହିତ ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନର ସମ୍ପର୍କ ଅହି-ନକୁଳ ପରି । କେତେବେଳେ ଚୀନ ସେନା ଭାରତ ସୀମାକୁ ମାଡ଼ି ଆସିଲେଣି ତ ଆଉ କେତେବେଳେ ପାକିସ୍ତାନ ଆତଙ୍କବାଦୀ ହମଲା କଲେଣି । ବର୍ଷ…

ଭାରତ-ଶ୍ରୀଲଙ୍କା ପ୍ରଥମ T-20: ଶେଷ ବଲରେ ଜିତିଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ରୋମାଞ୍ଚକର ଭାବେ ବିଜୟ ହାସଲ କରିଛି । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ମାତ୍ର ୨ ରନ୍ ପାଇଁ ବିଜୟ ଲକ୍ଷ୍ୟରୁ ବଞ୍ଚିତ ହୋଇଥିଲା । ଏହି…