Browsing Tag

#India

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ୱାସିମ୍ ଜାଫର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ଭାରତୀୟ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ…

ଆଫଗାନିସ୍ତାନରୁ ରାଷ୍ଟ୍ରଦୂତ ଫେରାଇଲା ଭାରତ: ଜାଣନ୍ତୁ କାହିଁକି

କାବୁଲ: ଭାରତର ପଡୋଶକୀ ରାଷ୍ଟ୍ର ଆଫଗାନିସ୍ତାନରୁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ପଡୋଶୀ ରାଷ୍ଟ୍ର ଭାବରେ ଆଫଗାନିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କ ବଢିଆ, ମାତ୍ର ବର୍ତ୍ତମାନ…

ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ, ପୁଅ ସନ୍ତାନଙ୍କୁ ଜନ୍ମ ଦେଲେ ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ପତ୍ନୀ ଗୀତା ବସରା ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି । ଏନେଇ ହରଭଜନ ସିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି । ହରଭଜନ ଏହି ଖୁସି…

ପେଟ୍ରୋଲ ଦର ଆକାଶଛୁଆଁ ହେବାପରେ ଛାତ୍ର ତିଆରି କଲେ ସୋଲାର୍ ସାଇକେଲ୍, ବ୍ୟାଟେରୀ ସରିବା ପରେ ବି ଗଡ଼ିବ ୨୦ କିମି

ଚେନ୍ନାଇ: ଦେଶରେ ଲଗାତର ଭାବରେ ବଢ଼ିଚାଲିଛି ତୈଳ ଦର । ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୧୦୦ ଟପିଲାଣି । ଏହାର ସବୁଠାରୁ ଅଧିକ ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ତେଣୁ ଏହିଭଳି ସମୟରେ…

ଏକାଠି ହେବେ ମୋଦୀ-ବିଡେନ; ଜାଣନ୍ତୁ କେବେ ଓ କେଉଁଠି

ନୂଆଦିଲ୍ଳୀ: ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ବିଡେନ୍ ଢ଼ଓ ମୋଦୀଙ୍କ…

ଦଲାଇଲାମାଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିବା ବୌଦ୍ଧ ଧର୍ମର ଏହି ଗୁରୁଙ୍କୁ ୮୬ ତମ ଜନ୍ମଦିନ…

ବଦଳିବ ସିବିଏସଇ ପାଠ୍ୟ ଖସଡା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । କରୋନାକୁ ଦୃଷ୍ଟିରେ ରଖି ବିଗତ ବର୍ଷ ପରି ପୁନର୍ବାର ପାଠ୍ୟ ଖସଡାରେ ପରିବର୍ତ୍ତନ ପାଇଁ ସୋମବାର ଘୋଷଣା କରାଯାଇଛି । ସୋମବାର ୨୦୨୧-୨୨…

୨୮ ବର୍ଷ ପରେ ଚାଷୀଙ୍କ ପାଇଁ ଖୋଲିବ ଭାରତ-ପାକ୍ ବର୍ଡର, ଏବେ ସୀମାପାର ଚାଷ କରି ପାରିବେ କୃଷକ

ବାଡମେର : ଦୀର୍ଘ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା। ଏବେ ନିଜ ଜମିରେ ଚାଷ କରି ପାରିବେ କୃଷକ। ହଳଲଙ୍ଗଳ ଏବଂ କୃଷକଙ୍କ ଶବ୍ଦରେ ଗୁଞ୍ଜି ଉଠିବ ସୀମା। ଭାରତ-ପାକିସ୍ତାନ ସୀମାରେ ତାରବାଡର ଅପର ପାର୍ଶ୍ଵରେ ଥିବା ଜମିରେ…

ଏବେ ଇସଲାମାବାଦରେ ଭାରତୀୟ ଦୂତାବାସରେ ଉଡିଲା ଡ୍ରୋନ,  ବଢିଲା ଭାରତର ଚିନ୍ତା

ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ପାକିସ୍ତାନ ଏବେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଶସ୍ତ୍ର ପଠାଇବା ଓ ଆକ୍ରମଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ଗତ ସପ୍ତାହରେ ଯେଉଁ ଦିନ ଜମ୍ମୁ ସ୍ଥିତ ବାୟୁସେନା…

ବିଚିତ୍ର ଏହି ଗାଁ, ଏଠାରେ ଆଦୌ ହୁଏ ନାହିଁ ବର୍ଷା

ନୂଆଦିଲ୍ଲୀ : ଜୁନ ମାସ ପହିଲାରୁ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ତେଣୁ ଲଗାତର ବିଭିନ୍ନ ସ୍ଥାନରେ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି । ବର୍ଷା ହେବାଦ୍ବାରା କୃଷି ଋତୁ ଏକପ୍ରକାର ଆରମ୍ଭ…