fbpx
Browsing Tag

team india

ଚତୁର୍ଥ ଟେଷ୍ଟ ମ୍ୟାଚ ବିଜୟର ପ୍ରକୃତ ହିରୋ କିଏ: କେଉଁ ଭୁଲ୍ କାରଣରୁ ଇଂଲଣ୍ଡ ହାରିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜକୁ ଆଗୁଆ କବଜା କରିନେଇଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବାକି ଥିବାବେଳେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟକୁ ଭାରତ ୫ ୱିକେଟରେ…

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଲା ଭାରତ: ଠିକଣା ସମୟରେ ଦମ୍ ଦେଖାଇଲେ ଶୁବମନ, ପୁଣି ଚମକିଲେ ଜୁରେଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜକୁ ଆଗୁଆ କବଜା କରିନେଇଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବାକି ଥିବାବେଳେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟକୁ ଭାରତ ୫ ୱିକେଟରେ ଜିତି ନେଇଛି । ୧୯୨…

ଟିମ୍ ଇଣ୍ଡିଆ ୩୦୭ରେ ଅଲଆଉଟ୍: ରୋହିତ ବାହିନୀ ଏବେ ବି ପଛରେ, ଏକା ଲଢ଼ିଲେ ଧ୍ରୁବ, ବଡ଼ ସଙ୍କଟରୁ ମୁକୁଳିଲା ଭାରତ

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ…

ଘରୋଇ ମାଟିରେ ଭାରତର ବୋଲିଂ ଦୁର୍ବଳତା: ୧୧୨ ରନରେ ଇଂଲଣ୍ଡର ୫ଟି ୱିକେଟ ଯାଇଥିଲା, ୩୫୩ ରନ୍ କଲା କିପରି

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତୀୟ ବୋଲିଂ ଦୁର୍ବଳତା ପଦାରେ ପଡ଼ିଛି । ପ୍ରଥମ ଦିନରେ ୩୦୨ ରନରେ ୭ ୱିକେଟ ହରାଇଥିବା ଇଂଲଣ୍ଡ ଏହା ମଧ୍ୟରେ ପ୍ରଥମ ଇନିଂସାରେ ୩୫୩ ରନ୍…

ବିଜୟ ପରେ ବି ବଦଳିିବ ଭାରତର PLaying-11: ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାହାର କରିବେ ରୋହିତ!

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୪୩୪ ରନର ବୃହତ୍ ବିଜୟ ସହ ସିରିଜରେ ୨-୧ରେ ଆଗୁଆ ରହିଛି ରୋହିତ ସେନା । ଏହାପରେ ଚତୁର୍ଥ ଟେଷ୍ଟ ପାଇଁ ରାଞ୍ଚି ମଇଦାନରେ…

ଟିମ ଇଣ୍ଡିଆରୁ ବାଦ୍ ପଡ଼ିବେ ଶ୍ରେୟସ ଆୟର! ସରଫରାଜଙ୍କୁ ମିଳିବ ମିଡିଲ ଅର୍ଡର ଦାୟିତ୍ୱ…

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଛନ୍ତି ସରଫରାଜ ଖାନ୍ । ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ଅର୍ଦ୍ଧଶତକ ହାସଲ କରି ନିଜର ଟାଲେଣ୍ଟକୁ ପ୍ରମାଣ କରିବାରେ ସେ ସଫଳ…

ଟେଷ୍ଟ କ୍ରିକେଟରେ ସର୍ବବୃହତ୍ ବିଜୟ ହାସଲ କଲା ଭାରତ: ୩ୟ ଟେଷ୍ଟରେ ନୂଆ ଇତିହାସ ରଚିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଜକୋଟଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଇଂଲଣ୍ଡକୁ ୪୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି ।…

୧୦ ବର୍ଷରେ ଗୋଟିଏ ବି ଟ୍ରଫି ଜିତିପାରିଲାନି ଟିମ୍ ଇଣ୍ଡିଆ: ICC ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଭାବେ ବିଫଳ ହେଉଛି କାହିଁକି

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିବା ନିକଟରେ ଅଣ୍ଡର-୧୯ ପୁରୁଷ ବିଶ୍ୱକପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଏହା…

ଦୁଇ ବିଶ୍ୱକପର ପ୍ରକୃତ ହିରୋ କିଏ: ୨୦୦୭ T-20 ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟରେ କେଉଁ ଖେଳାଳିଙ୍କର ସର୍ବାଧିକ ଅବଦାନ ରହିଥିଲା

ନୂଆଦିଲ୍ଲୀ: ୧୯୭୫ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩ଟି ଦିନିକିଆ ବିଶ୍ୱକପ ସମାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଭାରତ କେବଳ ୨ଟି ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି । ସେହିପରି ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ…

ଟିମ୍ ଇଣ୍ଡିଆକୁ ଝଟକା ପରେ ଝଟକା: ଜଣଙ୍କ ପରେ ଜଣେ ଖେଳାଳି ବାଦ୍ ପଡ଼ୁଛନ୍ତି, ଭାରତ ସିରିଜ୍ ଜିତିବ କେମିତି

ନୂଆଦିଲ୍ଲୀ: ଭାରତ ମାଟିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ବଡ଼ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଏହି ସିରିଜକୁ କିପରି ହାତେଇବା…