୬.୦ ତୀବ୍ରତାର ଭୂକମ୍ପରେ ଥରିଲା ଏହି ଦେଶ, ବାଲି ଘର ପରି ଭୁଶୁଡ଼ି ପଡ଼ିଲା କୋଠା
ତୁର୍କୀ: ପୁଣି ଭୂକମ୍ପ ଝଟକା। ବିଳମ୍ୱିତ ରାତିରେ ଥରିଲା ପୃଥିବୀ ଭୟରେ ଘରୁ ବାହାରି ଆସିଲେ ଲୋକେ। ଏପରିକି ଭୂକମ୍ପର ଝଟକା କମ୍ ନଥିଲା ବରଂ ତୀବ୍ର ଥିଲା। ଯାହା ଫଳରେ ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିପାରିଲେ।…