Browsing Tag

twin city

ଟ୍ୱିନସିଟିରୁ ଟ୍ରାଫିକ୍ ଭିଡ଼ କମିବା ସହ ହେବ ସୌନ୍ଦର୍ଯ୍ୟକରଣ: ବିସ୍ଥାପିତଙ୍କ ଥଇଥାନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର

ଭୁବନେଶ୍ୱର,୨୩ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଭୁବନେଶ୍ୱରର…

Safe City Drive ଅଭିଯାନ: ଟ୍ୱିନସିଟି ରାସ୍ତାରେ ଛକି ବସିଛି ପୋଲିସ, ଜରିମାନା ସହ କରୁଛି ମାମଲା ରୁଜୁ

ଭୁବନେଶ୍ୱର- ଦ୍ଵୈତନଗରୀ ପୁଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶକ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ନାଇଟ ବ୍ଲକିଙ୍ଗ ତଥା…

ଟ୍ୱିନସିଟିବାସୀ ପୋଲିସ ଜରୁରୀକାଳୀନ ସେବା ନମ୍ବରକୁ କଲ କରି ପାଇବେ ପ୍ରାଥମିକ ଚିକିତ୍ସା ସହ…

ଭୁବନେଶ୍ୱର- ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କମିଶନରେଟ ପୋଲିସ ଯୋଗାଇଦେବ ଜରୁରୀକାଳୀନ ସେବ । ଏହି ସେବା ଯୋଗାଇ ଦେବାକୁ ଆଜି ଏହି ନୂଆ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ଦୀପାବଳି ପାଇଁ ଟ୍ୱିନ୍ ସିଟିରେ ହେବ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର, ତୁରନ୍ତ ୧୧୨ ନମ୍ବରକୁ କଲ୍ କଲେ ମିଳିବ ସେବା: ଚିଫ୍ ଫାୟାର ଅଫିସର

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ସଜବାଜ ହେଉଛି ଟ୍ୱିନ୍ ସିଟି । ଦୀପାବଳି ପାଇଁ କଟକ ଏବଂ ଭୁବନେଶ୍ୱରରେ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର ଖୋଲାଯିବ । ଏନେଇ ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ…

ଦୁର୍ଗାପୂଜା: ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଦ୍ୱୈତ ନଗରୀରେ ଟ୍ରାଫିକ କଟକଣା ରହିବ । କଟକରରେ ଅପରାହ୍ଣ ୪ଟାରୁ…

Mahadev Greens ପୂରଣ କରିବ ଆପଣଙ୍କ ସ୍ୱପ୍ନ: ଟ୍ୱିନ୍ ସିଟିରେ କମ୍ ବଜେଟରେ ପାଆନ୍ତୁ ହାଇପ୍ରୋଫାଇଲ୍ ଘର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଦୁନିଆରେ ନିଜର ଘର ଖଣ୍ଡେ ପାଇବା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ରହିଥାଏ । ତେବେ ଅର୍ଥାଭାବରୁ ଅନେକଙ୍କର ସେହି ସ୍ୱପ୍ନ ପୂରଣ ହୋଇ ପାରିନଥାଏ । ତେବେ ଆପଣଙ୍କର ସେହି ସ୍ୱପ୍ନକୁ…

ଟ୍ୱିନ୍ ସିଟିରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ! ମେ ୨୧ ଓ ୨୨ରେ ଦେଖାଯିବନି କାହାର ଛାଇ, ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଆପଣମାନେ ଯଦି…

Breaking; ସିଲିଭର ସିଟିରେ ପ୍ରବଳ ବର୍ଷା: କୁଆପଥର ବର୍ଷା ସାଙ୍ଗକୁ ବଦଳିଲା ପାଗ

କଟକ: ସାରା ରାଜ୍ୟରେ କଲବଲ କରୁଥିବା ଅସହ୍ୟ ତାତିରୁ ମୁକ୍ତି ପାଇଛି ଟ୍ୱିନ ସିଟି । ଆଜି ଅପରାହ୍ନରେ ପାଗ ବଦଳିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ତେବେ ସିଲଭର ସିଟି କଟକରେ ପ୍ରବଳ ବର୍ଷା…

ପ୍ରଚଣ୍ଡ ଖରାରେ ଜଳିଯିବ ଟ୍ୱିନ ସିଟି: କଟକ-ଭୁବନେଶ୍ୱର ପାଇଁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ପ୍ରବଳ ଖରାରେ ସିଝିବ ଓଡ଼ିଶାର ଟ୍ୱିନ ସିଟି । ଆଜି ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ ସିଟିରେ ସମ୍ଭାବ୍ୟ ତାତି ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ…

ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ…