Breaking News ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା Development Feb 4, 2024 ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ…
Breaking News ଟ୍ୱିନସିଟିରେ ଘନ କୁହୁଡ଼ି: ଯାତାୟାତରେ ସମସ୍ୟା, ଉତ୍ତର ଭାରତରେ ପ୍ରବଳ ଥଣ୍ଡା Chinmayee Beura Jan 18, 2024 ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହୋଇଛି । ଏହାରି ମଧ୍ୟରେ ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । ଘନ କୁହୁଡ଼ି ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଅନେକ…
Breaking News Breaking; ଦିୱାଲୀରେ ଟ୍ୱିନ ସିଟିର ଦୁର୍ଦ୍ଦଶା: ପ୍ରଦୂଷଣରେ ସୃଷ୍ଟି ହେଲା ଲଜ୍ଜାଜନକ ରେକର୍ଡ Development Nov 13, 2023 ଭୁବନେଶ୍ୱର: ଦୀପାବଳିରେ ଏକ ବଡ଼ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ଓଡ଼ିଶାର ଟ୍ୱିନ ସିଟି କଟକ-ଭୁବନେଶ୍ୱର । ବାଣ ଧୂଆଁରେ ଟ୍ୱିନ ସିଟିର ଆକାଶ ଅଦୃଶ୍ୟ ସମାନ ହୋଇଯାଇଛି । ତେବେ ଚଳିତବର୍ଷର ଦୀପାବଳି ଟ୍ୱିନ ସିଟିରେ…
Breaking News କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି: ଏଣିକି ସନ୍ଧ୍ୟା ସମୟରେ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର, ହାଇୱା ପ୍ରବେଶ ମନା Manas Pradhan Sep 5, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି ।…
Breaking News ପଶ୍ଚିମା ଝଡ଼ର ଏ କି ରୂପ: କେତେବେଳେ ବର୍ଷା କେତେବେଳେ ଖରା, ପାଗକୁ ନେଇ ଆଶଙ୍କାରେ ଟ୍ୱିନ୍ ସିଟି ବାସିନ୍ଦା Manas Pradhan Apr 1, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଟ୍ୱିନ ସିଟି ଭୁବନେଶ୍ୱର ଓ କଟକର ପରିସ୍ଥିତି ନ କହିବା ଭଲ । ସକାଳୁ ସକାଳୁ ପଶ୍ଚିମା ଝଡ଼ ରାଜ୍ୟବାସୀଙ୍କୁ ସତେ ଯେମିତି ଘାଇଲା କରିଦେଲା । ଟ୍ୱିନ ସିଟି ବାସୀ ଆଜି ସକାଳୁ…
Breaking News ଟ୍ୱିଟ୍ ସିଟିର ସ୍କୁଲମାନଙ୍କରେ ଖୋଲିବ ସାଇବର ସୁରକ୍ଷା କ୍ଲବ, ସାଇବର କ୍ରାଇମ୍ ରୋକିବା ପାଇଁ କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ Manas Pradhan Dec 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସାଇବର କ୍ରାଇମ୍ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ସ୍କୁଲମାନଙ୍କୁ ଯାଇ…
Featured ଟ୍ୱିନ ସିଟିରେ ବଢିଲା ନାଇଟ କର୍ଫ୍ୟୁର ସମୟ Abinash Kumar Dhal Sep 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟର…