ଏହି ଗୋଟିଏ ଭିଟାମିନ ଅଭାବରେ ହୁଏ Heart Attack, ଜାଣନ୍ତୁ ଏହାର ବିଶେଷତ୍ୱ
ଓଡିଶା ଭାସ୍କର: ହୃଦଘାତ ସବୁବେଳେ କୋଲେଷ୍ଟ୍ରଲ୍, ରକ୍ତଚାପ କିମ୍ବା ମଧୁମେହ ସହିତ ଜଡିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭିଟାମିନ୍-ଡି ଅଭାବ ମଧ୍ୟ ହୃଦଘାତର ଏକ ପ୍ରମୁଖ କାରଣ ହୋଇପାରେ। ଯଦି ଶରୀରରେ ଏହି…