fbpx

ଖୁବ୍ ଶୀଘ୍ର ଶେଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଭାସ୍କର: ଖୁବ୍ ଶୀଘ୍ର ଖୋଲବ ଶ୍ରୀ ଗୁଣ୍ଡିଚା ମନ୍ଦିର । କୋଭିଡ୍ ସମୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ଥିଲା । ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଚାଲିଛି ଅନୁଧ୍ୟାନ । ଜିଲ୍ଲାପାଳଙ୍କ ସହ ଏହି ଅନୁଧ୍ୟାନ ଟିମରେ ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସି ଅଧିକାରୀ ଓ ସୁଆର ମହାସୁଆର ନିଯୋଗ ସମ୍ପାଦକ ଓ ସଭାପତି ପ୍ରମୁଖ । କିପରି ଭକ୍ତମାନେ ଆରାମରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ ସେ ନେଇ ଅନୁଧ୍ୟାନ ପରେ ପରିଚାଳନା କମିଟି ବୈଠକରେ ହେବ ଆଲୋଚନା ।

Get real time updates directly on you device, subscribe now.